www.samajalive.in
Sunday, December 14, 2025
26.1 C
Bhubaneswar

ତୃତୀୟ ଓ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷାରେ ତୁରୁମୁଙ୍ଗା ଶିଶୁ ବିଦ୍ୟାମନ୍ଦିରର ସଫଳତା

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ  ତୁରୁମୁଙ୍ଗା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଶିକ୍ଷା ବର୍ଷ ୨୦୨୨-୨୩ ବ୍ଲକ ସ୍ତରୀୟ ସରକାରୀ ମେଧା ବୃତ୍ତିରେ  ତୃତୀୟ ଓ ପଞ୍ଚମ ଶ୍ରେଣୀର  ୫ଜଣ ଛାତ୍ରଛାତ୍ରୀ କୃତିତ୍ବ ଅର୍ଜନ କରି ବିଦ୍ୟାଳୟର ଗୌରବ ବୃଦ୍ଧି କରିଛନ୍ତି । ତୃତୀୟ ଶ୍ରେଣୀର ସ୍ଵାତୀ ସ୍ମିତା ମହାନ୍ତ  ୩ୟ ସ୍ଥାନ , ବିଷ୍ଣୁପ୍ରିୟା  ମହାନ୍ତ ଗରିବ ମେଧା ବୃତ୍ତିରେ ୨ୟ ସ୍ଥାନ ଓ ପଞ୍ଚମ ଶ୍ରେଣୀ  ବୃତ୍ତିରେ ପ୍ରତ୍ୟୁଷ କୁମାର ବାରିକ ୨ୟ ସ୍ଥାନ , ଆୟୁଷ ଅଭିଜ୍ଞାନ ବେହେରା ୪ର୍ଥ  ସ୍ଥାନ , ପୁନିତ୍ କୁମାର  ସାହୁ  ଗରିବ ମେଧା ବୃତ୍ତିରେ ପ୍ରଥମ  ସ୍ଥାନ ପାଇଛନ୍ତି । ଏମାନଙ୍କର ସଫଳତା ଯୋଗୁଁ ବିଦ୍ୟାଳୟ ତରଫରୁ ସମ୍ପାଦକ ପ୍ରମୋଦ କୁମାର ସାହୁ, ପ୍ରଧାନ ଆଚାର୍ଯ୍ୟ ଚିତ୍ତରଞ୍ଜନ ମହାନ୍ତ ସେମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିଛନ୍ତି । ବିଦ୍ୟାଳୟର ପରିଚାଳନା ସମିତିର ସମସ୍ତ ସଦସ୍ୟ ଓ  ଗୁରୁଜୀ ଗୁରୁମା ଶିଶୁ ଭାଇ ଭଉଣୀ ମାନଙ୍କର ଉନ୍ନତି କାମନା  କରିଥିଲେ ।

 

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories