www.samajalive.in
Saturday, December 13, 2025
26.1 C
Bhubaneswar

ବ୍ୟାଡମିଣ୍ଟନରେ ସମୀର ଚାମ୍ପିଅନ୍

ଭବାନୀପାଟଣା:  ରାଜ୍ୟ ସ୍ତରୀୟ ୟ୍ୟୁନେକ୍ସ ସନ୍ ରାଇଜ ମାଷ୍ଟର୍ ଚାମ୍ପିୟନ ସିପ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ଜୁନାଗଡ଼ର ସମୀର ସାହୁ ୫୫ ବର୍ଷ ବର୍ଗ ରେ କୃତିତ୍ୱ ହାସଲ କରିଛନ୍ତି। ରାଜ୍ୟ ବ୍ୟାଡମିଣ୍ଟନ ଏସୋସିଏସନ୍ ଦ୍ଵାରା ମାଲକାନଗିରି ରେ ଆୟୋଜିତ ଏହି ପ୍ରତିଯୋଗିତା ସମୀର ଡ଼ବଲ୍ସରେ ଚମ୍ପିୟାନ ହେଇଥିବା ବେଳେ ସିଙ୍ଗଲ୍ସ ରେ ରନର୍ଶ ଅପ ହେଇଥିଲେ।

ଆଜି ଉଦଯାପନୀ ଉତ୍ସବରେ ତାଙ୍କୁ ପୁରସ୍କୃତ କରାଯାଇଥିଲା। କ୍ରମାଗତ ଭାବେ ରାଜ୍ୟସ୍ତରରେ ଷଷ୍ଠ ଥର ବିଜେତା ହେଇଥିବା ସମୀର ସାହୁ କଳାହାଣ୍ଡିରେ ଜଣେ ସଫଳ ବ୍ୟାଡମିଣ୍ଟନ କୋଚ ଭାବେ ପରିଚିତ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories