www.samajalive.in
Sunday, December 7, 2025
26.1 C
Bhubaneswar

ଫେବ୍ରୁଆରୀ ୧୩ରେ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ; ଏହି ରାଶି ହେବେ ମାଲାମାଲ୍‌‌..

ଫେବ୍ରୁଆରୀ ୧୩ରେ ସୂର୍ଯ୍ୟ କୁମ୍ଭ ରାଶିରେ ପ୍ରବେଶ କରିବେ। ସୂର୍ଯ୍ୟ ଦେବତାଙ୍କ ଏହି ପରିବର୍ତ୍ତନ ଏକ ବର୍ଷ ପରେ ହେବାକୁ ଯାଉଛି। ଏହାସହ ସୂର୍ଯ୍ୟଦେବତାଙ୍କ ରାଶି ପରିବର୍ତ୍ତନ ଦ୍ୱାରା ଅନେକ ଶୁଭ ଯୋଗ ରହିଛି।
ସୂର୍ଯ୍ୟଦେବତାଙ୍କ ଏହି ରାଶି ପରିବର୍ତ୍ତନରେ ଦୀର୍ଘ ୫୦ ବର୍ଷ ପରେ ସର୍ବାର୍ଥସିଦ୍ଧି ଯୋଗ ଓ ରବି ଯୋଗ ସୃଷ୍ଟି ହେବାକୁ ଯାଉଛି।
ଜ୍ୟୋତିଷ ଶାସ୍ତ୍ରରେ ସର୍ବାର୍ଥସିଦ୍ଧି ଯୋଗ ଓ ରବି ଯୋଗ ଉଭୟ ଖୁବ୍‌‌ ଶୁଭ ବୋଲି ମାନ୍ୟତା ରହିଛି। ଏହି ୨ଟି ଯୋଗର ପ୍ରଭାବ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ସମ୍ପୂର୍ଣ୍ଣ ଭାବେ ପଡିବ। ତେବେ ଜାଣନ୍ତୁ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ଓ ୫୦ ବର୍ଷ ପରେ ପଡୁଥିବା ଏହି ସଂଯୋଗ ଦ୍ୱାରା କେଉଁ ରାଶିମାନେ ଲାଭବାନ୍‌‌ ହେବେ..
ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ କାରଣରୁ ମେଷ ରାଶିର ବ୍ୟକ୍ତିବିଶେଷଙ୍କୁ ବିଶେଷ ଲାଭ ମିଳିବ। ସମସ୍ତ ଚିନ୍ତାରୁ ମୁକ୍ତି ମିଳିବ। ଧନ ଲାଭ ହେବା ସହ ସମ୍ପର୍କରେ ମଧୁରତା ରହିବ।
ସୂର୍ଯ୍ୟଙ୍କ ଏହି ରାଶି ପରିବର୍ତ୍ତନ ମିଥୁନ ରାଶିଙ୍କ ପାଇଁ ମଧ୍ୟ ଶୁଭ। କର୍ମକ୍ଷେତ୍ରରେ ଉନ୍ନତି ସହ ଶୁଭଫଳ ମିଳିବ। ବ୍ୟବସାୟରେ ଲାଭବାନ୍‌‌ ହେବେ। ଅଧିକ ଟଙ୍କା ରୋଜଗାର କରିବେ। ଭାଗ୍ୟରେ ସୁପରିବର୍ତ୍ତନ ହେବ।
ସିଂହ – ଏହି ରାଶି ବ୍ୟକ୍ତିବିଶେଷଙ୍କ ବ୍ୟବସାୟରେ ଉନ୍ନତି ହେବ। କର୍ମକ୍ଷେତ୍ରରେ ଶୁଭଫଳ ପ୍ରାପ୍ତି ହେବ। ଶରୀର ଆରୋଗ୍ୟ ରହିବ।
କୁମ୍ଭ – ଶୁଭଫଳ ମିଳିବ। କାର୍ଯ୍ୟରେ ସଫଳତା ପ୍ରାପ୍ତି ହେବ। ପରିବାରରେ ଖୁସିର ଆଗମନ ହେବ। କର୍ମକ୍ଷେତ୍ରରେ ମଧ୍ୟ ଲାଭବାନ୍‌‌ ହେବେ।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories