www.samajalive.in
Tuesday, December 9, 2025
17.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ମଙ୍ଗଳବାର ଓଡିଶା ଆସୁଛନ୍ତି ରାହୁଲ ଗାନ୍ଧୀ: ଭାରତ ଯୋଡ ନ୍ୟାୟ ଯାତ୍ରା ପାଇଁ ସୁନ୍ଦରଗଡ ଜିଲ୍ଲାରେ ଦୁଇ ଦିନିଆ ରହଣି କାର୍ଯ୍ୟକ୍ରମ..

ବିଧାନସଭାର ଦ୍ବିତୀୟ ଦିନ: ମଙ୍ଗଳବାରଠୁ ସରଗରମ ହୋଇପାରେ ସ୍ବଳ୍ପ ଦିବସୀୟ ବଜେଟ୍ ଅଧିବେଶନ, ଗୃହରେ ରହିଛି ବିଭିନ୍ନ ବିଭାଗର ପ୍ରଶ୍ନକାଳ..

- Advertisement -

ବାର୍ ବାଉନ୍ସର ନିଯୁକ୍ତି ଉପରେ ଲଗାମ୍ : ପୁଲିସର ବିନା ଅନୁମତିରେ ବାଉନ୍ସର ରଖିପାରିବେନି ବାର୍ ମାଲିକ..

କମିଶନରେଟ୍ ପୁଲିସ ଅଞ୍ଚଳରେ ଥିବା ବାର୍ ଗୁଡିକ ପାଇଁ ନିର୍ଦ୍ଦେଶ, ଗ୍ରାହକଙ୍କୁ ଦୁର୍ବ୍ୟବହାର ନେଇ ସୂଚନା ମିଳିଲେ ବାଉନ୍ସରଙ୍କ ବିରୋଧରେ ହେବ ଆଇନଗତ କାର୍ଯ୍ୟାନୁଷ୍ଠାନ..

କମିଲା ଶୀତ.. ବଢିଲା ତାତି: ରାଜ୍ୟର ଅଧିକାଂଶ ସ୍ଥାନରେ ବଢିଲା ଦିନ ତାପମାତ୍ରା..

ଉପକୂଳ ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶାକୁ ଘନ କୁହୁଡି ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ..

ଯାନ ବାହନ ଚଳାଚଳ ବେଳେ ସତର୍କ ରହିବାକୁ ପରାମର୍ଶ..

ଭୁବନେଶ୍ୱରରୁ ଅଯୋଧ୍ୟାକୁ ଗଡ଼ିଲା ସ୍ପେଶାଲ ଟ୍ରେନ୍‌, ଆସ୍ଥା ସ୍ପେଶାଲରେ ଅଯୋଧ୍ୟା ଗଲେ ୧୪୦୦ ରାମ ଭକ୍ତ..

ଲମତାପୁଟ ରାସ୍ତା କଡରୁ ଯୁବକଙ୍କ ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ..

ପାଟଣାଗଡ ଇଟାଭାଟିରେ ବନ୍ଧକ ପଡିଥିବା ନାବାଳିକାକୁ ତେଲେଙ୍ଗାନାରୁ ଉଦ୍ଧାର କଲା ବେଲପଡା ଥାନା ପୁଲିସ..

ନୀଳଗିରି ଜଙ୍ଗଲରୁ ବାଇକ୍ ସହ ପଡିଛି ରକ୍ତ ଛିଟା : ହେଲେ ମିଳୁନି ବାଇକ୍ ଆରୋହୀଙ୍କ ପତ୍ତା..

ଦିଲ୍ଲୀର ୧୦ଟି ସ୍ଥାନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ରେଡ୍..

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories