www.samajalive.in
Sunday, December 7, 2025
14.1 C
Bhubaneswar

ଏଭଳି ମନିପ୍ଲାଣ୍ଟ ଘରେ ରଖୁଛନ୍ତି କି? ହୋଇଯିବେ କାଙ୍ଗାଳ

ଅଧିକାଂଶ ନିଜ ଘରେ ମନିପ୍ଲାଣ୍ଟ ରଖିଥାଆନ୍ତି। ବାସ୍ତୁ ଅନୁସାରେ ମନିପ୍ଲାଣ୍ଟ ଗଛକୁ ଘରେ ରଖିବା ଖୁବ ଶୁଭଙ୍କର। ଏହାଦ୍ୱାରା ଧନ ବୃଦ୍ଧି ହୋଇଥାଏ। ଯେଉଁ ଘରେ ମନିପ୍ଲାଣ୍ଟ ରଖାଯାଏ,ପରିବାର ସଦସ୍ୟଙ୍କ କଦାପି ଆର୍ଥିକ କ୍ଷେତ୍ରରେ ସମସ୍ୟା ହୋଇନଥାଏ ବୋଲି କୁହାଯାଏ। କିଛି ଲୋକଙ୍କ ଧାରଣା ଅନ୍ୟ ଘରୁ ଚୋରି ହେଉ କିମ୍ବା ନଜଣାଇ ମନିପ୍ଲାଣ୍ଟ ଆଣିବା ଦ୍ୱାରା ଅଧିକ ଲାଭ ମିଳିଥାଏ।
ମାତ୍ର ବାସ୍ତୁ ଅନୁଯାୟୀ ଏହି ଭ୍ରମ ସମ୍ପୂର୍ଣ୍ଣ ଭୁଲ୍‌‌।
ବାସ୍ତୁ ଅନୁଯାୟୀ, ଭୁଲ୍‌‌ରେ ମଧ୍ୟ କାହା ଘରୁ ମନିପ୍ଲାଣ୍ଟ ଚୋରି କରି ଆଣି ଲଗାଇବା ଉଚିତ ନୁହେଁ।
ଚୋରି ମନିପ୍ଲାଣ୍ଟ ଘରେ ଲଗାଇବା ଦ୍ୱାରା ଅଶୁଭ ହୋଇଥାଏ।
ଚୋରି କରି ଆଣିଥିବା ମନିପ୍ଲାଣ୍ଟ ଘରେ ରଖିବା ଦ୍ୱାରା ଧନ ସମ୍ପତ୍ତି ବୃଦ୍ଧି ବଦଳରେ ଦୁର୍ଭାଗ୍ୟରେ ପରିଣତ ହୋଇଥାଏ। ଏହାଦ୍ୱାରା ମା’ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇ ଥାଆନ୍ତି ଓ ଧନର ଅଭାବ ହୋଇଥାଏ। ଆର୍ଥିକ ସମସ୍ୟା ଦେଖାଦେବା ସହ କାଙ୍ଗାଳ ହୋଇଥାଆନ୍ତି ବୋଲି ମାନ୍ୟତା ରହିଛି।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories