www.samajalive.in
Monday, December 8, 2025
13.1 C
Bhubaneswar

ବୃକ୍‌‌କକୁ ସୁସ୍ଥ ରଖିବା ପାଇଁ ଖାଆନ୍ତୁ ଏହି ୫ଟି ଫଳ

ବୃକ୍‌‌କ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହାର ଧ୍ୟାନ ରଖିବା ନିତାନ୍ତ ଜରୁରୀ। ନଚେତ୍‌‌ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ବୃକ୍‌‌କକୁ ସଫା ରଖିବା ପାଇଁ ପାଞ୍ଚଟି ଫଳର ସେବନ କରିବା ଖୁବ ଲାଭଦାୟକ ହୋଇଥାଏ।
ଲାଲ ଅଙ୍ଗୁର ବୃକ୍‌‌କ ପାଇଁ ଖୁବ ହିତକାରକ। ଏଥିରେ ଥିବା ପୋଷକ ତତ୍ତ୍ୱ ବୃକ୍‌‌କୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ।
ବୃକ୍‌‌କୁ ସୁସ୍ଥ ରଖିବା ପାଇଁ ଷ୍ଟ୍ରବେରୀ ଓ ଜାମୁକୋଳି ଖୁବ ଲାଭକାରୀ।
ଗୁଣକାରୀ ଜାମୁକୋଳି ଓ ଷ୍ଟ୍ରବେରୀ ଖାଇବା ଦ୍ୱାରା ବୃକ୍‌‌କ ପ୍ରାକୃତିକ ଭାବେ ସଫା ରହିଥାଏ।
ବୃକ୍‌‌କ ସୁସ୍ଥ ରହିବା ପାଇଁ ଭିଟାମିନ୍‌‌ ସି ଖୁବ ଜରୁରୀ। ଏଥିପାଇଁ କମଳା ଓ ଲେମ୍ବୁ ଖାଇବା ଖୁବ ଉପକାରୀ।
ବୃକ୍‌‌କ ସୁସ୍ଥ ରହିବା ପାଇଁ ତରଭୂତ ସେବନ ମଧ୍ୟ ବେଶ ଲାଭଦାୟକ।
ତରଭୂଜ ପାଣି ବୃକ୍‌‌କୁ ସୁସ୍ଥ ରଖିବା ସହ ଏହାକୁ ଅନେକ ସମସ୍ୟାରୁ ରକ୍ଷା କରିଥାଏ।
ବୃକ୍‌‌କ ପାଇଁ ଡାଳିମ୍ବ ଖୁବ ଉପକାରୀ। ଡାଳିମ୍ବ ଜୁସ୍‌‌ ପିଇବା ଦ୍ୱାରା ବୃକ୍‌‌କ ସୁସ୍ଥ ରହିଥାଏ। ଏହି ସବୁ ଫଳ ସେବନ କରିବା ଦ୍ୱାରା ବୃକ୍‌‌କ ସଫା ରହିଥାଏ।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories