www.samajalive.in
Sunday, December 7, 2025
26.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ନୂଆଦିଲ୍ଲୀ : ବଜେଟ୍‌‌ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ..

ପ୍ରଥମ ଏବଂ ଦ୍ୱିତୀୟ ପାଳି ସରକାରର ଅର୍ଥନୀତି ଅବତାରଣା କଲେ..

- Advertisement -

ସବୁ ବର୍ଗର ଲୋକଙ୍କ ବିକାଶ ପାଇଁ ହୋଇଛି ବ୍ୟବସ୍ଥା..

ସବ୍‌‌କା ସାଥ୍‌‌ ,ସବ୍‌‌କା ବିକାଶ ଓ ସବ୍‌‌କା ପ୍ରୟାସ ଚାଲୁ ରହିଛି – ଅର୍ଥମନ୍ତ୍ରୀ..

୫ ବର୍ଷରେ ଆଉ ୨ କୋଟି ପକ୍କା ଘର-ସୀତାରମଣ

ସବୁ ବର୍ଗର ଯୋଗ୍ୟ ବ୍ୟକ୍ତିଙ୍କୁ ସୁବିଧା ଯୋଗାଉଛନ୍ତି ସରକାର – ଅର୍ଥମନ୍ତ୍ରୀ..

୧୦ ବର୍ଷରେ ମହିଳା ସଶକ୍ତିକରଣ ଉପରେ ଗୁରୁତ୍ୱ ଦିଆଯାଇଛି: ଅର୍ଥମନ୍ତ୍ରୀ..

ରାଜଧାନୀରେ ଚାଞ୍ଚଲ୍ୟ : ଖଣ୍ଡଗିରି ଅଞ୍ଚଳରୁ ଦୁଇ ସ୍କୁଲ ଛାତ୍ରୀ ନିଖୋଜ ହୋଇଥିବାର ଅଭିଯୋଗ..

ଭରତପୁର ଥାନାରେ ଅଭିଯୋଗ କଲେ ପରିବାର ଲୋକ..

ଶୀତରେ ଥରୁଛି ସାରା ଓଡିଶା : ପ୍ରବଳ ଜାଡ ସାଙ୍ଗକୁ କଲବଲ କରୁଛି ଘନ କୁହୁଡି..

ପଶ୍ଚିମା ଝଡ ପ୍ରଭାବରେ ଗୁରୁବାରଠୁ କିଛି ଜିଲ୍ଲାରେ ବର୍ଷା ସମ୍ଭାବନା..

ଆଠଗଡରେ ମର୍ମନ୍ତୁଦ ଦୁର୍ଘଟଣା: ଡିଭାଇଡରରେ ପିଟି ହୋଇ ଓଲଟିଲା ବସ୍ , ୨୦ ଆହତ..

ମୋହନା ରାଇସିଂ ଘାଟି ରାସ୍ତାରେ ଦୁର୍ଘଟଣା: ଭାରସାମ୍ୟ ହରାଇ ଗଛକୁ ପିଟିଲା ବସ୍ , ୧୦ ଆହତ..

ଖାଉଟିଙ୍କ ଉପରେ ପୁଣି ଦରବୃଦ୍ଧି ଅତ୍ୟାଚାର, ଆକାଶ ଛୁଆଁ ରସୁଣ ଦର, କିଲୋ ପିଛା ୫୦୦ ଟଙ୍କାରେ ବିକ୍ରି..

ବଜେଟ୍ ଦିନ ମହଙ୍ଗା ଝଟକା : ପ୍ରତି କମର୍ସିଆଲ ସିଲିଣ୍ଡର ପିଛା ୧୪ ଟଙ୍କା ବୃଦ୍ଧି..

ରାଜଧାନୀରୁ ନିଖୋଜ ହୋଇଥିବା ଦୁଇ ଛାତ୍ରୀଙ୍କୁ ପୁରୀରୁ ଠାବ କଲା ଭରତପୁର ପୁଲିସ..

ଭୂକମ୍ପ ଝଟକାରେ ଥରିଲା ଗୁଜରାଟ..

ଭଦ୍ରକ ମାର୍କେଟ୍ କଂପ୍ଲେକ୍ସ ନିକଟରୁ ମଣିଷ କଙ୍କାଳ ଠାବ..

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories