www.samajalive.in
Sunday, December 14, 2025
15.1 C
Bhubaneswar

ନୀଳମଣି ବାଗ ଏବଂ ମୁକେଶ ତାଣ୍ଡି ମେମୋରିଆଲ ସର୍ବ ଭାରତୀୟ ନକ ଆଉଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ନୂଆପଡା ନେତାଜୀ ସୁବାଶ ଚନ୍ଦ୍ର ବୋଷ କ୍ରିକେଟ କ୍ଲବ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ଖେଳ ପଡିଆ ଠାରେ ଚାଲିଥିବା ସ୍ଵର୍ଗତ ନୀଳମଣି ବାଗ ଏବଂ ମୁକେଶ ତାଣ୍ଡି ମେମୋରିଆଲ ସର୍ବ ଭାରତୀୟ ନକ ଆଉଟ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଏନଏସି ଅଧ୍ୟକ୍ଷ ବରିୟାମ ସିଂ ସାଲୁଜା , ସମ୍ମାନିତ ଅତିଥି ଭାବେ ବିଜେଡି ନେତା ଗିରିରାଜ ସିଂ ମାଝି , ଆଇନଜୀବୀ ସତ୍ୟନାରାୟଣ ରାଏ ,ଅରୁଣ ବାଗ , କେଭି କଲେଜ ଅଧ୍ୟାପକ ରାଜେଶ ମହାନ୍ତି , ଗଣ୍ଡା ସମାଜ ସଭାପତି ଚନ୍ଦ୍ରଶେଖର ନାଗ , ୭ ନମ୍ବର ୱାର୍ଡ କାଉନସିଲର ପ୍ରତିନିଧି ରାମଚନ୍ଦ୍ର ରାଏ , ଯୁବନେତା ଅମରେନ୍ଦ୍ର ତାଣ୍ଡି , ସାମ୍ବାଦିକ ସୁରଦାସ ବାଗ ପ୍ରମୁଖ ଉପସ୍ଥିତ ଥିଲେ ।

ଫାଇନାଲ ମ୍ୟାଚ ବଲାଙ୍ଗିର ସାନ (ଭି) ସହ କଣ୍ଟାବାଞ୍ଜି ଆର.ଏନ.ସି .ସି ମଧ୍ୟରେ ହୋଇଥିଲା । କଣ୍ଟାବାଞ୍ଜି ଆର.ଏନ.ସି.ସି. ପ୍ରଥମ ବ୍ୟାଟିଂ କରି ୧୩୮ ରନ କରିଥିବା ବେଳେ ବଲାଙ୍ଗିର ସାନ (ଭି) ୮ ଓଭରରେ ନିର୍ଧାରିତ ରନ କରି ବିଜୟ ହୋଇଥିଲେ । ବିଜୟ ଏବଂ ରନରଅପ ଦଳଙ୍କୁ ସ୍ଵର୍ଗତ ନୀଳମଣି ବାଗଙ୍କ ସ୍ମୃତିରେ ଅତିଥିଗଣ ଟ୍ରଫି ଦେଇ ସମ୍ମାନିତ କରିଥିଲେ । ଲିଲୁ ବାଗ , ଟୁନା ଦୀପ , ବୋ ପନିକା , ମୋହନ ହାତି, ଟିଟୁ ରାଏ, ମୁକେଶ ମେହେର, ଟୁନୁ ବାଗ, ତୁଷାର ମାଝୀ, ରବୀନ ମାଝୀ, ବଡ଼ ବଏ, କାନ୍ହା ଭୋଇ, ସୁରୁବାବୁ ବାଗ, ବିଭୁତି ବାଗ, ସୁରୁବାବୁ ନାଗ, , ମୁକୁନ୍ଦ ନାଗ, ପଦୁ ପନିକା, ଜଦୁ, ଭୀମ ତାଣ୍ଡି, ସାନୁ ସୁନା, ବୁଠି ନାଗ, ସାନ ବଏ, ବାପି ବାଗ, ପ୍ରତାପ ନାଗ, ଅମିତ ରାଏ, ଛୋଟୁ ନାଗ, ବିକି ରାଏ, ଅମିତ ସାହୁ, ପିଣ୍ଟୁ ବାରିକ, ମୋହିତ ତାଣ୍ଡି, ଭରତ ଛତ୍ରିଆ, ଇଲୁ ନାଗ, କୈଳାଶ ତାଣ୍ଡି, କାଂହୁ ବିଭାର, ରତନ ବେହେରା, ଗୋବିନ୍ଦ ବିଭାର, କୈଳାଶ ସୁନା ସହ ଅନ୍ୟ ମାନେ ସହଯୋଗ କରିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories