www.samajalive.in
Saturday, December 13, 2025
26.1 C
Bhubaneswar

ଆପ୍‍ ବିଧାୟକଙ୍କୁ ବିଜେପି ଦେଉଛି ୨୫କୋଟିର ଅଫର- କେଜ୍ରିୱାଲ

ନୂଆଦିଲ୍ଲୀ : ଦିଲ୍ଲୀରେ ଶାସକ ଦଳ ଆପ ବିଧାୟକଙ୍କୁ ୨୫କୋଟିର ଅଫର ଦେଉଛି ବିଜେପି । ଦିଲ୍ଲୀରେ ଆପ୍‍ ସରକାର ଭାଙ୍ଗିବାକୁ ‘ଅପରେସନ ଲୋଟସ୍‍’ ଚାଲିଥିବା ଅଭିଯୋଗ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଦିଲ୍ଳୀରେ ଆପ୍‍ ବିଧାୟକଙ୍କୁ ଦଳରୁ କାଢି ନେବାକୁ ପ୍ରୟାସ କରାଯାଉଛି । ବିଜେପି ୭ଜଣ ଆପ୍‍ ବିଧାୟକଙ୍କ ସହ ସମ୍ପର୍କ କରି ସେମାନଙ୍କୁ ୨୫କୋଟି ଲେଖାଏଁ ଅଫର ଦେଇସାରିଛି । ଆଗକୁ ଏଭଳି ଭାବେ ଅନ୍ୟ ୨୧ଜଣ ବିଧାୟକଙ୍କୁ ନିଜ ଆଡକୁ ନେବାକୁ ବିଜେପି ପ୍ରୟାସ କରିବ ବୋଲି ସୂଚନା ପାଇଥିବା ଅରବିନ୍ଦ କେଜ୍ରିୱାଲ କହିଛନ୍ତି । କିନ୍ତୁ ୭ଜଣ ବିଧାୟକ ବିଜେପିର ଏହି ଅଫରକୁ ପ୍ରତ୍ୟାଖ୍ୟାନ କରିଛନ୍ତି ।

 

- Advertisement -

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories