www.samajalive.in
Thursday, December 11, 2025
18.1 C
Bhubaneswar

ଲାଗି ରହୁଥିଲେ ଧନ ଅଭାବ :ଉତ୍ତର ଦିଗରେ ରଖନ୍ତୁ,ହେବେ ମାଲାମାଲ୍‌‌..

ଉତ୍ତର ଦିଗରେ ଏହି ଜିନିଷ ରଖିଲେ ଭାଗ୍ୟ ଚମକିଥାଏ ଅର୍ଥାତ ଭାଗ୍ୟରେ ଉତ୍ତମ ପରିବର୍ତ୍ତନ ହୋଇ ଶୁଭଫଳ ପ୍ରାପ୍ତି ହୋଇଥାଏ। ଜୀବନ ଯାକ ଧନର ଅଭାବ ହୋଇନଥାଏ। ଅନେକ ସମୟରେ ଏପରି ଦେଖାଯାଏ, ଅନେକ ପରିଶ୍ରମ କରିବା ପରେ ମଧ୍ୟ ଟଙ୍କା ଆଶାନୁରୂପ ସଞ୍ଚୟ ହୋଇ ପାରିନଥାଏ। ଫଳରେ ଚିନ୍ତା ଲାଗି ରହିଥାଏ। ଟଙ୍କା ଅଯଥାରେ ଖର୍ଚ୍ଚ ହୋଇଥାଏ। ତେବେ ଏଭଳି ସମସ୍ୟା ଲାଗି ରହୁଥିଲେ ବାସ୍ତୁ ଅନୁଯାୟୀ ଏକ ଉପାୟ ଆପଣାଇଲେ ଏହି ସମସ୍ୟା ଦୂର ହେବ।
ଆର୍ଥିକ ସମସ୍ୟା ଦୂର ପାଇଁ ଘରର ଉତ୍ତର ଦିଗରେ ଦେବୀ ଲକ୍ଷ୍ମୀ ଓ ଧନର ଦେବତା କୁବେରଙ୍କ ଫଟୋ ନିଶ୍ଚୟ ଲଗାନ୍ତୁ।
ଉତ୍ତର ଦିଗରେ ମା’ଲକ୍ଷ୍ମୀଙ୍କ ଫଟୋ ଲଗାଇଲେ ସମସ୍ତ ଆର୍ଥିକ ସମସ୍ୟା ଦୂର ହୋଇଥାଏ।
ମାନ୍ୟତା ଅନୁଯାୟୀ, ଏହି ଦିଗରେ ମା’ଲକ୍ଷ୍ମୀଙ୍କ ଫଟୋ ଓ ପ୍ରତିମା ଲଗାଇଲେ ଘରେ ସର୍ବଦା ସୁଖଶାନ୍ତିର ଆଗମନ ହୋଇଥାଏ। ଘରେ ସର୍ବଦା ମା’ଲକ୍ଷ୍ମୀ ବାସ କରିଥାଆନ୍ତି।
ମା’ଙ୍କ କୃପା ରହିଲେ ଜୀବନରେ ଥିବା କଷ୍ଟ ଓ ଟଙ୍କାର ଅଭାବ ଦୂର ହୋଇଥାଏ।
ବାସ୍ତୁ ଅନୁଯାୟୀ କରଜ ଲାଗି ରହୁଥିଲେ, ଆର୍ଥିକ ସମସ୍ୟା ଦୂର ପାଇଁ ଉତ୍ତର ଦିଗରେ କୁବେର ଦେବତାଙ୍କ ଫଟୋ ଲଗାନ୍ତୁ। ଏହାଦ୍ୱାରା ଶୁଭଫଳ ପ୍ରାପ୍ତି ହୋଇଥାଏ।

 

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories