www.samajalive.in
Wednesday, December 10, 2025
26.1 C
Bhubaneswar

ଦଳୀୟ ନେତାଙ୍କ ପାଇଁ ନ୍ୟାୟ ଯାତ୍ରା କରନ୍ତୁ ରାହୁଲ – ବିଜେପି

ଡେସ୍କ: ଭାରତୀୟ ଜନତା ପାର୍ଟି ମିଲିନ୍ଦ ଦେଓରାଙ୍କ ଇସ୍ତଫା ନେଇ କଂଗ୍ରେସକୁ ସମାଲୋଚନା କରିଛି। ଦଳ କହିଛି ଯେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ବଦଳରେ ତାଙ୍କ ଦଳର ନେତାଙ୍କ ପାଇଁ ନ୍ୟାୟ ଯାତ୍ରା ଆରମ୍ଭ କରିବା ଭଲ ହୋଇଥାନ୍ତା। ବିଜେପି ମୁଖପାତ୍ର ଶେହଜାଦ ପୁନାୱାଲା ଆଜି ନୂଆଦିଲ୍ଲୀରେ ଗଣମାଧ୍ୟମକୁ କହିଛନ୍ତି ଯେ ଦଳ ଛାଡିଥିବା କଂଗ୍ରେସ ନେତାମାନଙ୍କୁ ଶ୍ରୀ ଗାନ୍ଧୀ ନ୍ୟାୟ ଦେବା ଉଚିତ। ସେ କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସର ନେତାମାନେ ନିଜ ମଧ୍ୟରେ ଲଢ଼ୁଛନ୍ତି ଏବଂ ଦକ୍ଷ ଯୁବକମାନେ ଦଳ ଛାଡ଼ୁଛନ୍ତି।

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories