www.samajalive.in
Sunday, December 14, 2025
26.1 C
Bhubaneswar

ଅପରାହ୍ଣ ୪ଟା ମୁଖ୍ୟ ଖବର

ଯାଜପୁର : ପୋଖରୀ ନିକଟରେ ଖେଳିବା ବେଳେ ବୁଡି ଯାଇ ଭାଇଭଉଣୀ ମୃତ..

ଅଞ୍ଚଳରେ ଶୋକର ଛାୟା..

- Advertisement -

ସାଧାରଣଙ୍କ ପାଇଁ ଖୋଲିଲା ରାଜଭବନ ଉଦ୍ୟାନ..

ଭୁବନେଶ୍ୱର : ସାରା ରାଜ୍ୟରେ ଶନିବାର ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ ଆନ୍ଦୋଳନର ତୃତୀୟ ଦିନ..

ଡ୍ରାଇଭରଙ୍କ ଆନ୍ଦୋଳନ ସ୍ଥଗିତ ରହିବା ନେଇ ପରିବହନ କମିଶନର ଅମିତାଭ ଠାକୁରଙ୍କ ପକ୍ଷରୁ ସୂଚନା ମିଳିଛି..

କେନ୍ଦୁଝର : ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଯୋଡା ବିଲେଇପଦା ଆରଆଇ..

ଆରଆଇ ପୀର୍‌‌ ମହମ୍ମଦ ଖାନ୍‌‌ଙ୍କୁ ଧରିଲା ଭିଜିଲାନ୍ସ..

ହାଇଟେକ୍‌ ବିସ୍ଫୋରଣ ଘଟଣାରେ ତୃତୀୟ ବ୍ୟକ୍ତିଙ୍କର ମୃତ୍ୟୁ..

ନିଜକୁ ଦିଲ୍ଲୀପ କହୁଥିବା ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ସୂଚନା..

ଆସିକା : ୨ ବସ୍‌‌ ମୁହାଁମୁହିଁ ଧକ୍କା ; ଚାଳକ ମୃତ, ୧୦ ଆହତ..

ବାଂଲାଦେଶରେ ଏକ ଏକ୍ସପ୍ରେସ୍‌‌ ଟ୍ରେନ୍‌‌ରେ ଭୟଙ୍କର ଅଗ୍ନିକାଣ୍ଡ..

ଟ୍ରେନ୍‌‌ରେ ନିଆଁ ଲାଗି ଜୀବନ୍ତ ଜଳିଗଲେ ୪ .. ଏକାଧିକ ଗୁରୁତର..

ଭାରତ ପାଇଁ ଐତିହାସିକ ଦିନ : ଏଲ-ୱାନ୍ ପଏଣ୍ଟରେ ପହଞ୍ଚିବ ଆଦିତ୍ୟ

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories