www.samajalive.in
Sunday, December 7, 2025
26.1 C
Bhubaneswar

କୂଅରେ ପଡି ବୃଦ୍ଧଙ୍କ ମୃତ୍ୟୁ

କଲମପୁର : ଜୁନାଗଡ ଥାନା ଅଧିନସ୍ଥ ବାନ୍ଧନପଲା ଗ୍ରାମ ଠାରେ ଅଘଟଣ ଘଟିଛି। ଜଣେ ବୃଦ୍ଧ କୌଣସି କାରଣରୁ କୂଅରେ ପଡି ମୃତ୍ୟୁ ବରଣ କରିଛନ୍ତି।
ସୂଚନା ଅନୁସାରେ ଗୁରୁବାର ଜୁନାଗଡ ଥାନା ଅଧିନସ୍ଥ ବାନ୍ଧନପଲା ଗ୍ରାମର ଏକ କୂଅରେ ସେହି ଗ୍ରାମର ଗଙ୍ଗାଧର ଭୋଇ (୬୦) ବର୍ଷିୟ ବୃଦ୍ଧ କୌଣସି କାରଣରୁ ପଡି ଯାଇଥିଲେ। ଏନେଇ ପରିବାର ଲୋକ ଜାଣିବା ପରେ ତୁରନ୍ତ ବୃଦ୍ଧ ଜଣଙ୍କୁ  ଉଦ୍ଧାର ପାଇଁ କଲମପୁର ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ। କଲମପୁର ଅଗ୍ନିଶମ ବାହିନୀର ଶଙ୍କର ପ୍ରସାଦ ତ୍ରିପାଠୀଙ୍କ ନେତୃତ୍ୱରେ ଡିସେମ୍ବର ବୁଡେକ, ପବିତ୍ର କୁମାର ବେହେରା, ସରୋଜ କୁମାର ପ୍ରଧାନ, ନିର୍ମଳ ତରିଆ, ଗଜାନନ ମାଝୀ, ନିରଞ୍ଜନ ଦାସ ପ୍ରମୁଖ କର୍ମଚାରୀ ଘଟଣା ସ୍ଥଳରେ ପହଂଚି ରାତି ସାଢେ ୧୦ଟା ବେଳେ ବୃଦ୍ଧଙ୍କ ଶବକୁ ଉଦ୍ଧାର କରିଛନ୍ତି।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories