www.samajalive.in
Sunday, December 14, 2025
14.1 C
Bhubaneswar

ସମଲିଙ୍ଗୀ ସମ୍ପର୍କ ପାଇଁ ସାଙ୍ଗକୁ ହତ୍ୟା!, ଅଭିଯୁକ୍ତକୁ ଧରିଲା ପୁଲିସ

ଖୋର୍ଦ୍ଧା: ଜଙ୍କିଆ ଥାନା ଶଗଡ଼ଭଙ୍ଗାରେ ସାଙ୍ଗକୁ ସାଙ୍ଗ ମାରିବା ଘଟଣାର ଅଭିଯୁକ୍ତ ସୋମନାଥ ଲାଠକୁ ଯାଜପୁରରୁ ପୁଲିସ ଗିରଫ କରିଛି। ସମଲିଙ୍ଗୀ ସମ୍ପର୍କକୁ ନେଇ ରଶ୍ମିକୁ ପିଟିପିଟି ହତ୍ୟା କରି ଘଟଣାସ୍ଥଳରୁ ସୋମନାଥ ଚମ୍ପଟ ମାରିଥିଲା। ରଶ୍ମିଙ୍କୁ ଜଣେ ଯୁବତୀ ପସନ୍ଦ କରିବାରୁ ଏଥିରେ ସୋମନାଥ ଉତକ୍ଷୀପ୍ତ ହୋଇଯାଇଥିଲା। ଘରଭିତରେ ରଶ୍ମିକୁ ପିଟିପିଟି ହତ୍ୟା କରିବା ପରେ ଘଟଣାସ୍ଥଳରୁ ସୋମନାଥ ଫେରାର ହୋଇଯାଇଥିଲା ବୋଲି ଜଙ୍କିଆ ପୁଲିସ ସୂଚନା ଦେଇଛି।

ଗତ ୨ ତାରିଖରେ ସାଙ୍ଗ ରଶ୍ମିରଞ୍ଜନ ବଳିଆରସିଂହକୁ ହତ୍ୟା କରିଥିଲା ସୋମନାଥ ଲାଠ। ହତ୍ୟାକାଣ୍ଡ ଭିଆଇବା ପରେ ଘଟଣାସ୍ଥଳରୁ ସୋମନାଥ ଫେରାର ହୋଇଯାଇଥିଲା।

Hot this week

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

Related Articles

Popular Categories