www.samajalive.in
Saturday, December 13, 2025
26.1 C
Bhubaneswar

ରାଉରକେଲାରେ କେନ୍ଦ୍ରୀୟ ଟିମ, ବରିଷ୍ଠ ଅଧିକାରୀଙ୍କ ସହ କରୁଛନ୍ତି ଆଲୋଚନା

ଭୁବନେଶ୍ବର: ଷ୍ଟିଲ ସିଟି ରାଉରକେଲାରେ ହଇଜା ବ୍ୟାପିବା ଘଟଣାର ସ୍ଥିତି ଅନୁଧ୍ୟାନ ପାଇଁ ରାଉରକେଲାରେ କେନ୍ଦ୍ରୀୟ ଟିମ ପହଞ୍ଚିଛନ୍ତି। କେନ୍ଦ୍ରୀୟ ଟିମର ୫ଜଣିଆ ସଦସ୍ୟ ମଧ୍ୟରୁ ପ୍ରଥମ ଦଫାରେ ୨ଜଣ ପହଞ୍ଚିଛନ୍ତି। ୨ଜଣିଆ କେନ୍ଦ୍ରୀୟ ସ୍ବାସ୍ଥ୍ୟ ଟିମ ହଇଜାରେ ଆକ୍ରାନ୍ତ ରୋଗୀଙ୍କ ଚିକିତ୍ସା ସେବା ଏବଂ କେଉଁକାରଣରୁ ରୋଗ ବ୍ୟାପୁଛି ତାହା ଜାଣିବା ପାଇଁ ତନାଘନା ଚଳାଇଛନ୍ତି।

କେନ୍ଦ୍ରୀୟ ଟିମ ସଦସ୍ୟମାନେ ଇସ୍ପାତ ଜେନେରାଲ ହସ୍ପିଟାଲ(ଆରଜିଏଚ) ଏବଂ ରାଉରକେଲା ସରକାରୀ ହସପିଟାଲର ଡାକ୍ତର, ଅଧିକାରୀ ଓ କର୍ମଚାରୀମାନଙ୍କ ସହ ଆଲୋଚନା କରୁଛନ୍ତି।

- Advertisement -

ଏଠାରେ ସୂଚନାଯୋଗ୍ୟ ଯେ ରାଉରକେଲାରେ ବର୍ତ୍ତମାନ ସୁଦ୍ଧା ହଇଜାରେ ୯ଜଣଙ୍କ ଜୀବନ ଗଲାଣି ଏବଂ ବହୁ ଆକ୍ରାନ୍ତ ଚିକିତ୍ସାଧିନ ରହିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories