www.samajalive.in
Monday, December 8, 2025
13.1 C
Bhubaneswar

ଅଚିହ୍ନା ରୋଗରେ କୁକୁର ଆକ୍ରାନ୍ତ

ହରଭଙ୍ଗା : ସମ୍ପ୍ରତି ହରଭଙ୍ଗା ବ୍ଲକରେ କୁକୁରଙ୍କ ଦେହରେ ଏକ ଅଚିହ୍ନା ରୋଗର ଲକ୍ଷଣ ଦେଖା ଦେଇଛି। ଏଭଳି ରୋଗରେ ଆକ୍ରାନ୍ତ ଥିବା କୁକୁର ସବୁ ସଠିକ୍ ଭାବେ ଚାଲି ବୁଲି ପାରୁ ନଥିବା ଭଳି ଲକ୍ଷଣ ଦେଖାଦେଇଛି। ଚାଲିଲା ସମୟରେ ଆପେ ଆପେ ଢଳି ପଡୁଥିବା ଲକ୍ଷଣ ସହିତ ଚାଲି ବୁଲି ନପାରି କଷ୍ଟରେ ଜୋରରେ ରଡି କରୁଥିବା ଦେଖା ଦେଇଛି। ଏଭଳି ଲକ୍ଷଣ କୁକୁରମାନଙ୍କ ଦେହରେ ମାସେତଳେ ଦେଖା ଦେଇଛି। ମାତ୍ର ଏ ସର୍ମ୍ପକରେ ପ୍ରାଣୀ ଚିକିତ୍ସା ବିଭାଗ ପାଖରେ ଖବର ନଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ବିଶେଷତଃ ହରଭଙ୍ଗା ବଜାର ଅଂଚଳରେ ରହିଥିବା ଅନେକ କୁକୁରମାନଙ୍କ ଦେହରେ ଏହି ଲକ୍ଷଣ ଦେଖିବାକୁ ମିଳିଛି। ତୁରନ୍ତ ଏ ଦିଗରେ ପ୍ରାଣୀ ଚିକିତ୍ସା ବିଭାଗ ସ୍ୱତନ୍ତ୍ର ଦୃଷ୍ଟିଦେବାକୁ ଦାବୀ ଉଠୁଛି।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories