www.samajalive.in
Saturday, December 13, 2025
26.1 C
Bhubaneswar

କଳିଙ୍ଗ ଇନଡୋର ଏରିନାକୁ ବିଶ୍ବ ଆଥ୍‌ଲେଟିକ୍‌ ‘ଏ’ ବର୍ଗ ମାନ୍ୟତା

କଟକ: କଳିଙ୍ଗ ଷ୍ଟାଡ଼ିୟମ ପରିସରରେ ନିର୍ମିତ ଭାରତର ପ୍ରଥମ ଇନଡୋର ଦୌଡ଼କୁଦ ଟ୍ରାକ୍‌କୁ ବିଶ୍ବ ଆଥ୍‌ଲେଟିକ୍‌ -ଏ ବର୍ଗ ସାଟିର୍ଫିକେଟ ମାନ୍ୟତା ମିଳିିଛି। କଳିଙ୍ଗ ଷ୍ଟାଡ଼ିୟମ କ୍ରୀଡ଼ା ଭିତ୍ତିଭୂମି ବିଶ୍ବରେ ଅନ୍ୟତମ ଶ୍ରେଷ୍ଠ ହୋଇଥିବାବେଳେ ଉକ୍ତ ମାନ୍ୟତା ଏହାକୁ ଆଗକୁ ନେବାରେ ସହାୟକ ହେବ। ଓଡ଼ିଶା ସରକାରଙ୍କ ପକ୍ଷରୁ ଉକ୍ତ ଇନଡୋର ଦୌଡ଼କୁଦ ଟ୍ରାକ୍‌ ବିଶ୍ବସ୍ତରୀୟ ମାନର ପ୍ରସ୍ତୁତ କରାଯାଇଛି। ଏଠାରେ ଉତ୍ତମ ଅଭ୍ୟାସ ସୁବିଧା ରହିଛି।

ଜାତୀୟ ୧୯ ବର୍ଷରୁ କମ୍‌ ମହିଳା ଫୁଟବଲ ଦଳର ସହ ପ୍ରଶିକ୍ଷକ ହେଲେ ଶ୍ରଦ୍ଧାଞ୍ଜଳି ସାମନ୍ତରାୟ

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories