www.samajalive.in
Friday, December 5, 2025
20.1 C
Bhubaneswar

ଅପରାହ୍ଣ ୪ଟା ମୁଖ୍ୟ ଖବର

ଭୁବନେଶ୍ୱର : ଫେରିଲା କରୋନା, ସ୍ୱାସ୍ଥ୍ୟ ବିଭାଗର ତତ୍ପରତା..

ବୟସ୍କ, ରୋଗାକ୍ରାନ୍ତ ଘରୁ ବାହାରକୁ ଗଲେ ସଭିଁଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ..

- Advertisement -

ଜମ୍ମୁ-କାଶ୍ମୀରର ୨ଟି ଜିଲାରେ ମୋବାଇଲ୍‌‌ ଇଣ୍ଟରନେଟ୍‌‌ ସେବା ବନ୍ଦ..

ପୁଞ୍ଚ୍‌‌ ଓ ରଜୌରୀରେ ମୋବାଇଲ୍‌‌ ଇଣ୍ଟରନେଟ୍‌‌ ସେବା ବନ୍ଦ..

ସୁରକ୍ଷାକର୍ମୀଙ୍କ ତଲାସି ଅଭିଯାନ ପାଇଁ ଇଣ୍ଟରନେଟ୍‌‌ ସେବା ବନ୍ଦ..

ପୁଞ୍ଚ୍‌‌ରେ ୪ ଯବାନ ଶହୀଦ୍‌‌ ପରେ ଆତଙ୍କବାଦୀ ଲୁଚି ରହିଥିବା ଆଶଙ୍କାରେ ଚାଲିଛି ତଲାସି ଅଭିଯାନ..

ରାଉରକେଲାରେ ବ୍ୟାପୁଛି ହଇଜା.. ଜୋରସୋରରେ ଚାଲିଛି ପାଇପ୍‌‌ କାମ..

ଦୂଷିତ ପାଇପ୍‌‌ ପାଣି ଯୋଗୁଁ ବ୍ୟାପୁଥିବା ସୂଚନା..

ଜାରି ରହିଛି ଶୀତ ..୧୦ ଡିଗ୍ରୀ ତଳେ ୧୦ ସହର ରାତି ତାପମାତ୍ରା ରେକର୍ଡ..

୨୪ ଘଣ୍ଟାରେ ଶୀତ କମିବା ସମ୍ଭାବନା..

ଭୁବନେଶ୍ୱର : ଦୀର୍ଘ ୩୫ ବର୍ଷ ପରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଛନ୍ତି ୪ ନୂଆ ଅତିଥି..

ଦୁଇଟି ୱାଲାବି, ଦୁଇଟି ଲିଭିଂଷ୍ଟୋନ ଟୁରାକୋ..

ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରା ପାଇଁ ଚାଲିଛି ଜୋରସୋର୍‌‌ ପ୍ରସ୍ତୁତି..

ଭୁବନେଶ୍ୱର : ରାଜ୍ୟରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ.. ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା..

୨୮ ଦିନରେ ବିଶ୍ୱରେ କରୋନା ସଂକ୍ରମଣ ୫୨% ବୃଦ୍ଧି .. ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories