www.samajalive.in
Saturday, December 6, 2025
26.1 C
Bhubaneswar

ଏହି ବାରରେ ନୂଆବର୍ଷ ; ସରଳ ଉପାୟରେ ମିଳିବ ଶୁଭଫଳ..

କିଛି ଦିନ ମଧ୍ୟରେ ବିଦାୟ ନେବ ବର୍ଷ ୨୦୨୩। ପାଦ ଥାପିବ ନୂଆବର୍ଷ ୨୦୨୪। ନୂଆବର୍ଷ ସୋମବାରରେ ଆରମ୍ଭ ହେଉଛି। ସୋମବାର ଦିନ ଭଗବାନ ଶଙ୍କରଙ୍କୁ ସମର୍ପିତ। ଏହି ଦିନ କିଛି ସରଳ ଉପାୟ କରିବା ଦ୍ୱାରା ଅତ୍ୟନ୍ତ ଶୁଭଫଳ ମିଳିଥାଏ।
ବର୍ଷର ପ୍ରଥମ ଦିନ ସୋମବାର ସକାଳେ ସ୍ନାନ କରି ଶିବ ମନ୍ଦିର ଯାଇ ସେଠାରେ ପୂଜାର୍ଚ୍ଚନା ସହ ପ୍ରଭୁଙ୍କୁ ଜଳ ଅର୍ପଣ କରନ୍ତୁ। ଏହାଦ୍ୱାରା ବର୍ଷ ସାରା ଆପଣଙ୍କୁ ପ୍ରଭୁଙ୍କ କୃପା ମିଳିବ।

ବେଲପତ୍ର ପ୍ରଭୁ ଶଙ୍କରଙ୍କୁ ଖୁବ୍‌‌ ପ୍ରିୟ। ଭଗବାନ ଶିବ ଶଙ୍କରଙ୍କୁ ପ୍ରସନ୍ନ କରିବା ପାଇଁ ବର୍ଷର ପ୍ରଥମ ଦିନରେ ବେଲପତ୍ର ଅର୍ପଣ କରନ୍ତୁ। ଏହାଦ୍ୱାରା ସମସ୍ତ ମନସ୍କାମନା ପୂରଣ ହୋଇଥାଏ।
ଏହି ଦିନ ମଥାରେ ଚନ୍ଦନ ଟିକା ଲଗାନ୍ତୁ।
ବର୍ଷର ପ୍ରଥମ ଦିନରେ ନିଜ ସାମର୍ଥ୍ୟ ଅନୁଯାୟୀ, ଦାନ କରନ୍ତୁ। ଦହି, ଧଳା ପୋଷାକ, କ୍ଷୀର ଓ ଚିନି ଦାନ କରନ୍ତୁ। ଏସବୁ ଦାନ କରିବା ଦ୍ୱାରା ପ୍ରଭୁ ଭୋଳା ଶଙ୍କର ପ୍ରସନ୍ନ ହୋଇ ଥାଆନ୍ତି।
ଏହି ଦିନ ଘିଅ, ଚିନି, ଗହମ ଅଟାରେ ପ୍ରସ୍ତୁତ କରି ଭୋଗ କରି ପାରିବେ।

Hot this week

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

Related Articles

Popular Categories