www.samajalive.in
Monday, December 8, 2025
24.1 C
Bhubaneswar

ଆମ ଓଡ଼ିଶା ନବୀନ ଓଡ଼ିଶା ପାଇଁ ୧୯ ସଂଯୋଜକ ନିଯୁକ୍ତ

ଭୁବନେଶ୍ବର: ଆମ ଓଡ଼ିଶା ନବୀନ ଓଡ଼ିଶାର ସୁଗମ କାର୍ଯ୍ୟକାରିତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ୧୯ ଜଣ ସଂଯୋଜକଙ୍କୁ ନିଯୁକ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ସଂଯୋଜକମାନେ ହେଲେ:

ଅନୁଗୋଳ – କୈଳାସ ଚନ୍ଦ୍ର ସାହୁ
ବାଲେଶ୍ବର – ରଞ୍ଜନ ବାଗ୍
ଭଦ୍ରକ – ଡ. ସଞ୍ଜୟ ଦାସ
ଗଜପତି – ୱାଇ. ରାମଭଦ୍ର ରାଓ
ଭବାନୀପାଟଣା ସବ୍‌ଡିଭିଜନ୍ – ବଦ୍ରିନାରାୟଣ ପଟ୍ଟନାୟକ
ଧର୍ମଗଡ଼ ସବ୍‌ଡିଭିଜନ୍ – ଆଦିତ୍ୟ ନନ୍ଦ
କନ୍ଧମାଳ – ରାଜୀବ ପାତ୍ର
ଖୋର୍ଦ୍ଧା – ଶ୍ରୀମୟୀ ମିଶ୍ର
କୋରାପୁଟ ସବ୍‌ଡିଭିଜନ୍ – ଲତା ସାହୁ
ଜୟପୁର ସବ୍‌ଡିଭିଜନ୍ – ତୁଳସୀ କିର୍‌ସାନୀ
ମାଲକାନଗିରି – ଚିତ୍ତ ପଟ୍ଟନାୟକ
ରାଇରଙ୍ଗପୁର ସବ୍‌ଡିଭିଜନ୍ – ଅମରେନ୍ଦ୍ର କର
ବାରିପଦା ସବ୍‌ଡିଭିଜନ୍‌ – ସୁନିଲ କୁମାର ଦାସ
ନବରଙ୍ଗପୁର – ମଞ୍ଜୁଳା ମାଝି
ନୟାଗଡ଼ – ଗଙ୍ଗାଧର ପଣ୍ଡା
ନୂଆପଡ଼ା – ରାମଲାଲ ହଂସ
ରାୟଗଡ଼ା – ପି. ଗୌରୀଶଙ୍କର ରାଓ
ସମ୍ବଲପୁର – ସିଦ୍ଧାନ୍ତ ଦାସ
ସୁନ୍ଦରଗଡ଼ ସବ୍‌ଡିଭିଜନ୍ – ଯୋଗେନ୍ଦ୍ର ସିଂହ

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories