www.samajalive.in
Saturday, December 6, 2025
19.1 C
Bhubaneswar

ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟରେ ନୃତ୍ୟ, ଲୋକଗୀତ ଏବଂ ଫେସନ ଶୋ ପ୍ରତିଯୋଗିତା

ବୌଦ୍ଧ: ରାଜ୍ୟ ସରକାରଙ୍କ ନୂଆ – ଓ, ଯୁବ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ଆନୁକୂଲ୍ୟରେ ବୌଦ୍ଧ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ସାଂସ୍କୃତିକ ବିଭାଗ ତରଫରୁ ନୃତ୍ୟ, ଲୋକଗୀତ ଏବଂ ଫେସନ ଶୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଛାତ୍ର ଛାତ୍ରୀ ମାନେ ଉଭୟ ଏକକ ଏବଂ ମିଳିତ ବର୍ଗରେ ବିଭିନ୍ନ ପ୍ରାତିଯୋଗୀତରେ ଅଂଶ ଗ୍ରହଣ କରି କାର୍ୟ୍ୟକ୍ରମକୁ ସଫଳ କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ପ୍ରକାଶ ଚନ୍ଦ୍ର ବେହେରା “ନୂଆ-ଓ” ଜିଲ୍ଲା ମୁଖ୍ୟ ଅଧିକାରୀ ଶ୍ରୀମତି ଗୀତାଞ୍ଜଳି ମହାପାତ୍ର, ମହାବିଦ୍ୟାଳୟ ର ମୁଖ୍ୟ ଅଧିକାରୀ ଡ଼ ସୁଜାତା ସାହୁ ଏବଂ ସାଂସ୍କୃତିକ ବିଭାଗର ମୁଖ୍ୟ ଅଧିକାରୀ ଶ୍ରୀମତୀ ପ୍ରଣିତା ପରିଡା ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନ ରେ ସାଂସ୍କୃତିକ ସମିତିର ସଦସ୍ୟ ଶଡ଼ ଶରତ ଚନ୍ଦ୍ର ପତି, ଶ୍ରୀମତୀ ସୁମିତା ସାହୁ, ଯମୁନା ମେହେର, ଅମ୍ରିତା କୁମାରୀ ମହାପାତ୍ର, ସ୍ନିଗଧାରଣୀ ସେଠୀ, ଅଜିତ କୁମାର ସାହୁ, ସଙ୍ଗୀତା ରାଣୀ ମିଶ୍ର ପ୍ରଭୃତି କାର୍ୟ୍ୟକ୍ରମ ପରିଚାଳନା କରିଥିଲେ । ଏହି କାର୍ୟ୍ୟକ୍ରମରେ ନୃତ୍ୟ ଗୁରୁ ପ୍ରେମଜିତ ଝାଙ୍କର, ଡ଼ ପ୍ରବୀର କୁମାର ଦାସ ଏବଂ ରୋଶନ କୁମାର ତ୍ରିପାଠୀ ବିଚାରକ ଭାବେ ଯୋଗ ଦେଇଥିଲେ ।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories