www.samajalive.in
Sunday, December 14, 2025
26.1 C
Bhubaneswar

ବିଷାକ୍ତ ଘାସ ଖାଇ ୭ ଛେଳିଙ୍କର ମୃତ୍ୟୁ, ଥାନାରେ ଅଭିଯୋଗ

କାମାକ୍ଷାନଗର : କାମାକ୍ଷାନଗର ଥାନା ଅନ୍ତର୍ଗତ ବାଇଶିଙ୍ଗା ଗ୍ରାମରେ ବୁଧବାର ବିଷାକ୍ତ ଘାସ ଖାଇ ୭ ଛେଳିଙ୍କର ମୃତ୍ୟୁ ହୋଇଥିବା ବେଳେ ଏ ସଂକ୍ରାନ୍ତରେ ଥାନାରେ ଅଭିଯୋଗ ହୋଇଛି  । ବାଇଶିଙ୍ଗା ଗ୍ରାମର ଧନେଶ୍ୱର ଦେହୁରୀଙ୍କ ପତ୍ନୀ ମିନତୀ ସବୁଦିନ ପରି ବୁଧବାର ଛେଳି ଚରାଇବାଜୁ ଯାଇଥିଲେ। ଗାଁ ଦାଣ୍ଡ ନିକଟରେ ଥିବା ଏକ କଇଁଆ ଗଛ ପାଖରେ ଥିବା ଘାସ ଖାଇବା ପରେ ଛେଳି ପଲ ମଧ୍ୟରୁ ୭ ଗୋଟି ଛେଳି ମରି ଯାଇଥିଲେ।  କେହି ସେ ଘାସରେ ଔଷଧ ପକାଇଥିବା ମିନତୀ ଥାନାରେ ଅଭିଯୋଗ କରିଥିବା ବେଳେ ପୁଲିସ ଏସଂକ୍ରାନ୍ତରେ ତଦନ୍ତ କରୁଥିବାର ଜଣାଯାଇଛି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories