www.samajalive.in
Sunday, December 7, 2025
18.1 C
Bhubaneswar

ଅପରାହ୍ଣ ୪ଟା ମୁଖ୍ୟ ଖବର

ରାଜଧାନୀରେ ବିଜୁ ପଟ୍ଟନାୟକ ଛକରେ ବସ୍ତିବାସିନ୍ଦା-ପୁଲିସ ଧସ୍ତାଧସ୍ତି..

ଜାଗା ମିଶନରେ ଜମି ପଟ୍ଟା ପ୍ରଦାନ ଦାବିରେ ବସ୍ତି ବାସିନ୍ଦାଙ୍କ  ଆନ୍ଦୋଳନ..

- Advertisement -

ସମ୍ବଲପୁରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ..

ବ୍ରହ୍ମକୁମାରୀଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ହେଲେ ସାମିଲ..

ଗଜପତି : ଗାଈକୁ ଶିକାର କଲା ମହାବଳ ବାଘ..

ରାୟଗଡ ବ୍ଲକ ଅଁଳାବର ନିକଟ ଜଙ୍ଗଲରେ କଲା ଶିକାର..

ପୁରୀ : ସ୍କୁଲ ଯାଉଥିବା ବେଳେ ଛାତ୍ରଙ୍କୁ ଛୁରାମାଡ..

ପୂର୍ବ ଶତ୍ରୁତାରୁ ଛୁରା ମାଡ ହୋଇଥିବା ସନ୍ଦେହ..

ଆସୁଛି ଆଉ ଏକ ଲଘୁଚାପ..

ଆସନ୍ତା ୨୬ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ସମ୍ଭାବନା..

ଇସ୍ରାଏଲ-ହମାସ ଯୁଦ୍ଧ: ୪ ଦିନ ପାଇଁ ଯୁଦ୍ଧ ବିରତି ଘୋଷଣା କଲା ଇସ୍ରାଏଲ..

୫୦ ପଣବନ୍ଦୀଙ୍କୁ ମୁକ୍ତ କରିବ ହମାସ..

ମାଲକାନଗିରି ପୁଲିସକୁ ବଡ ସଫଳତା..

ବିସ୍ଫୋରକ ସାମଗ୍ରୀ, ବନ୍ଧୁକ ଜବତ..

ଆସିକା : କାର୍‌‌ ଧକ୍କାରେ ୨ ମୃତ, ଜଣେ ଗୁରୁତର..

ପାଟପୁର ଥାନା ପୋଡାମାରି ବସ୍‌‌ଷ୍ଟାଣ୍ଡରେ ଦୁର୍ଘଟଣା..

ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟକର ଘଟଣା.. ପରିବାରରେ କଳହ ପାଇଁ ଦେହରେ ପେଟ୍ରୋଲ ଢାଳି ନିଜକୁ ଜାଳି ଦେଲେ ଯୁବକ..

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories