www.samajalive.in
Saturday, December 13, 2025
26.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ବିହାର ବିଧାନସଭାରେ ସର୍ବସମ୍ମତିକ୍ରମେ ପାରିତ ହେଲା ସଂରକ୍ଷଣ ସଂଶୋଧନ ବିଲ୍..

ବିଶ୍ବକପ: ନ୍ୟୁଜିଲାଣ୍ଡ ଆଗରେ ୧୭୨ ରନର ବିଜୟ ଲକ୍ଷ୍ୟ ରଖିଲା ଶ୍ରୀଲଙ୍କା..

- Advertisement -

ରାଉରକେଲାର କନକ ଅଳଙ୍କାର ଜୁଏଲର୍ସରେ ଜିଏସଟି ଏନଫୋର୍ସମେଣ୍ଟ ଟିମ୍‌ର ଚଢ଼ାଉ..

୬:୪ ବିଭାଜିତ ଭୋଟରେ ମହୁଆ ମୈତ୍ରଙ୍କୁ ‘ସଂସଦରୁ ବହିଷ୍କାର’ ନିଷ୍ପତ୍ତିକୁ ଅନୁମୋଦନ କଲା ସଦାଚାର କମିଟି..

ଭୁବନେଶ୍ବରରେ ଆରମ୍ଭ ହେଲା ୨ ଦିନିଆ ଆନ୍ତର୍ଜାତିକ ମିଲେଟ୍ ସମ୍ମିଳନୀ .. ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ..

୯ ଡିଗ୍ରୀ ତାପମାତ୍ରା ସହ  ଜି. ଉଦୟଗିରି ସବୁଠାରୁ ଥଣ୍ଡା ସହର..

ଟ୍ୱିନ୍ ସିଟିରେ ୨୦ ଡିଗ୍ରୀ ତଳକୁ ଖସିଲା ପାରଦ.. କଟକରେ ତାପମାତ୍ରା ୧୯ ଓ ଭୁବନେଶ୍ୱରର ତାପମାତ୍ରା ୧୮.୫ ଡିଗ୍ରୀ..

ନେତାଙ୍କ ନାଁରେ ଥିବା ମାମଲା ତ୍ୱରିତ ଫଇସଲା କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ.. ସାଂସଦ, ବିଧାୟକଙ୍କ ନାଁରେ ଥିବା ମାମଲାର ତୁରନ୍ତ ବିଚାର ସାରିବାକୁ ନିର୍ଦ୍ଦେଶ ଦେଲେ ..

ମାଲକାନଗିରି : ବିଏସଏଫର କୁମ୍ବିଂ ଅପରେସନ ବେଳେ ବଡ ସଫଳତା.. ମାଓ ଡମ୍ପିଂ ଠାବ କଲା ବିଏସଏଫ..

କେନ୍ଦ୍ରାପଡା : ବେଆଇନ ବାଣ ବ୍ୟବସାୟ ଉପରେ ଚଢାଉ.. ଟାଉନ ଥାନା ନସଡିପୁରରେ ଚଢାଉ କରି ଜବତ କଲା ପୁଲିସ..

ଜମ୍ମୁ କାଶ୍ମୀର ସୋପିଆନର କାଥୋହାଲନ ଅଞ୍ଚଳରେ ଶ୍ରୀନଗରରେ ସୁରକ୍ଷା ବଳ-ଆତଙ୍କବାଦୀ ମୁହାଁମୁହିଁ.. ଜଣେ ଆତଙ୍କବାଦୀ ମୃତ..

ସମ୍ବଲପୁର ସମଲେଶ୍ବରୀ ମନ୍ଦିରର ରୂପାନ୍ତରଣ କାର୍ଯ୍ୟର ସମୀକ୍ଷା କଲେ ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ..

ଆଜିଠାରୁ ରାଜ୍ୟରେ ବଢ଼ିବ ଶୀତ, ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ହ୍ରାସ ପାଇବା ସମ୍ଭାବନା..

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories