www.samajalive.in
Sunday, December 14, 2025
23.1 C
Bhubaneswar

ଆସନ୍ତା ମାସରେ ଗୁଗୁଲ୍‌ ଆପଣଙ୍କ ମେଲ୍‌ ଆଇଡି ଡିଲିଟ୍‌ କରିଦେବ ଯଦି କରିଥିବେ…

ନୂଆଦିଲ୍ଲୀ – ଆସନ୍ତା ମାସରେ ଗୁଗୁଲ୍‌ ଅନେକ ମେଲ୍‌ ଆଇଡି ଡିଲିଟ୍‌ କରିଦେବ । ଡିସେମ୍ବର ମାସ୨୦୨୩ ମସିହାରେ ଗୁଗୁଲ୍‌ ଅନେକ ମେଲ୍‌ ଆଇଡି ଡିଲିଟ୍‌ କରିଦେବ ବୋଲି ସୂଚନା ଦେଇଥିଲା . ଯେଉଁମେଲ୍‌ ଆଇଡିରେ ୨ ବର୍ଷ ଧରି ଲଗ୍‌ଇନ୍‌ ହୋଇ ନଥିବା କିମ୍ବା କୌଣସି ମଲେ୍ ନେଣଦେଣ ହୋଇ ନଥିବ ତେବେ ସେହି ମେଲ୍‌ ଆଇଡିକୁ ଗୁଗୁଲ୍‌ ଡିଲିଟ୍‌ କରିଦେବ । ଏହି ମେଲ୍‌ ଆଇଡି ସହ ସମ୍ପୃକ୍ତ ଇମେଲ୍‌ ସହ,ୟୁଟ୍ୟୁବ୍‌ ଗୁଗୁଲ୍‌ ଡ୍ରାଇଭ୍‌ ଫାଇଲ୍‌, ଗୁଗୁଲ୍‌ ଡକ୍ସ. ଗୁଗୁଲ୍‌ କ୍ୟାଲେଣ୍ଡର , ଆପଏଣ୍ଟମେଣ୍ଟ ଏବଂ ଗୁଗୁଲ୍‌ ଫଟୋ ଡିଲିଟ୍‌ ହୋଇଯିବ ।

ମାତ୍ର ଯେଉଁ ଜିମେଲ୍‌ ଆକାଉଣ୍ଟରେ ଲଗ୍‌ ଇନ୍‌ କରାଯାଉଥିବ ତା ସହ ମେଲ୍‌ ଆଦାନପ୍ରଦାନ କରାଯାଉଥିବ ତା ଉପରେ କୌଣସି ପ୍ରଭାବ ପଡିବ ନାହିଁ । ଯେଉଁ ମେଲ୍‌ ଆଇଡିରେ କୌଣସି କାର୍ଯ୍ୟ ହେଉ ନାହିଁ ତାହା ହାକ୍‌ ହେବା ସହ ଗୁଗୁଲ୍‌ର ଅନେକ ସ୍ପେସ୍‌ ନଷ୍ଟ ହେଉଛି । ଗୁଗୁଲ୍‌ ଏହି ଆକାଉଣ୍ଟ ଡିଲିଟ୍‌ କରିବା ପୂର୍ବରୁ ସେହି ଆକାଉଣ୍ଟ ସହ ରିକଭରି ଆକାଉଣ୍ଟରେ ବାରମ୍ବାର ମେଲ୍‌ ଦେବ ।

- Advertisement -

ଆପଣଙ୍କର ଯଦି ଏପରି ମେଲ୍‌ ଆଇଡି ଅଛି ଏବଂ ସେଥିରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରଖିଛନ୍ତି ତେବେ ସେଥିରେ ଟୁ ଫ୍ୟାକ୍ଟର ଅଥେଣ୍ଟିକେସନ୍‌ ଅନ୍‌ କରିବା ସହ ଲଗ୍‌ ଇନ୍‌ କରନ୍ତୁ । ନହେଲେ ଏହି ଆକାଉଣ୍ଟ ଆସନ୍ତା ମାସରେ ଡିଲିଟି ହୋଇଯିବ ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories