ପୁରୀ : ଜାନୁଆରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା..
ଗଜପତି ମହାରାଜଙ୍କ ସୂଚନା..
ଖୋର୍ଦ୍ଧା ଟାଉନ ଥାନା ଅଞ୍ଚଳର ଏକ ସ୍କୁଲରେ ଅଭାବନୀୟ ଘଟଣା ..
ମୋବାଇଲ ପାଇଁ ଛାତ୍ରଙ୍କ ଆତ୍ମହତ୍ୟା..
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ପ୍ରଗତି ମଇଦାନରେ ‘ୱାର୍ଲଡ ଫୁଡ ଇଣ୍ଡିଆ ୨୦୨୩’ ପ୍ରଦର୍ଶନୀକୁ କଲେ ଉଦଘାଟନ..
ଭୁବନେଶ୍ୱର : ରେଂଜରୋଭର ଦୁର୍ଘଟଣାରେ ଚିକିତ୍ସାଧୀନ ଗୁରୁତର ଯୁବତୀଙ୍କ ମୃତ୍ୟୁ.. ଗତ ୩୧ ତାରିଖରେ ଘଟିଥିଲା ଦୁର୍ଘଟଣା.
ରେଭ୍ ପାର୍ଟିରେ ସାପ କାରବାର: ଅଡ଼ୁଆରେ ‘ବିଗ୍ ବସ୍ ଓଟିଟି’ ବିଜେତା ତଥା ଲୋକପ୍ରିୟ ୟୁଟ୍ୟୁବର ଏଲ୍ଭିସ୍ ଯାଦବ..
ଏଲ୍ଭିସ୍ ଯାଦବଙ୍କ ନାଁରେ ମାମଲା ରୁଜୁ, ୫ ସହଯୋଗୀ ଗିରଫ..
ସମସ୍ତ ଅଭିଯୋଗକୁ ଖଣ୍ଡନ କଲେ ଏଲ୍ଭିସ୍ ଯାଦବ..
କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାରେ ‘ଆମ ଓଡିଶା ନବୀନ ଓଡିଶା’ କାର୍ୟ୍ୟକ୍ରମର ଶୁଭାରମ୍ଭ..
ଭିଜିଲାନ୍ସ ଜାଲରେ ଧରାପଡିଲେ କଟକ ଜିଲା ସାଲେପୁର ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ..



