www.samajalive.in
Monday, December 8, 2025
24.1 C
Bhubaneswar

ଦିନ ୧୧ଟା – ମୁଖ୍ୟ ସମ୍ବାଦ

(୧) ପାରା ଏସୀୟ କ୍ରୀଡ଼ାରେ ବ୍ୟାଡମିଣ୍ଟନ ସିଙ୍ଗଲ୍ସରେ ସ୍ୱର୍ଣ୍ଣ ପଦକ ଜିତିଲେ ପ୍ରମୋଦ ଭଗତ
– ନିତେଶ କୁମାରଙ୍କୁ ଫାଇନାଲରେ ୨୨-୨୦, ୧୮-୨୧, ୨୧-୧୯ରେ ପରାସ୍ତ କଲେ
(୨) ଭୁବନେଶ୍ୱର ପଟିଆ ପଦ୍ମକେଶରପୁରରେ ଗୋଷ୍ଠୀ ସଂଘର୍ଷ
– ଏକାଧିକ ଆହତ, ୨ ପ୍ଲାଟୁନ ଫୋର୍ସ ମୁତୟନ
(୩) ପୂର୍ବ ସିରିଆର ୨ଟି ସ୍ଥାନରେ ଏୟାର ଷ୍ଟ୍ରାଇକ କଲା ଆମେରିକା
– ଆତ୍ମରକ୍ଷା ପାଇଁ ଇରାନ ରିଭୋଲ୍ୟୁସନାରୀ ଗାର୍ଡ୍ସ ଉପରେ ଆମେରିକା ସେନାର ଆକ୍ରମଣ
(୪) ମେକ୍ସିକୋରେ ଅକାପୁଲକୋ ସହରରେ ଓଟିସ୍‌ ବାତ୍ୟାରେ ୨୭ ମୃତ
(୫) ନଭେମ୍ବର ୨୭ରୁ ଡିସେମ୍ବର ୪ଯାଏଁ କଟକ ବାଲିଯାତ୍ରା
– ଅକ୍ଟୋବର ୩୦ରୁ ପ୍ଲଟ୍ ବୁକିଂ ପ୍ରକ୍ରିୟା ଆରମ୍ଭ
– ପୃଷ୍ଠପୋଷକଙ୍କ ପାଇଁ ଅକ୍ଟୋବର ୩୦ରୁ ନଭେମ୍ବର ୩
– ବ୍ୟବସାୟୀଙ୍କ ଲାଗି ନଭେମ୍ବର ୪ରୁ ନଭେମ୍ବର ୧୦ ପ୍ଲଟ ବୁକିଂ
– ନଭେମ୍ବର ୧୧ରୁ ୧୫ ଯାଏଁ ହେବ ନିଲାମ
(୬) ପୋଲସରା ବୁଗୁଡା ଥାନା କିରିଆମ୍ବା ଗାଁ ରାସ୍ତାରେ ଯୁବକଙ୍କୁ ଆକ୍ରମଣ
– ଚିକିତ୍ସାଧୀନ ଅବସ୍ଥାରେ ଯୁବକ ମୃତ
(୭) ସେବାୟତ ବିବାଦ, ଲିଙ୍ଗରାଜ ମନ୍ଦିରରେ ବନ୍ଦ ରହିଛି ନୀତିକାନ୍ତି
– ସମସ୍ତ ନିଯୋଗ ସହ ଆଲୋଚନା କରି ସେବା ପୂଜା ଆରମ୍ଭ କରିବାକୁ ଦେବୋତ୍ତର କମିଶନରଙ୍କ ନିର୍ଦ୍ଦେଶ
(୮) ଆସନ୍ତାକାଲି କୁମାର ପୂର୍ଣ୍ଣିମା ଓ ଚନ୍ଦ୍ରଗ୍ରହଣ
– ରାତି ୧ଟା ୫ ମିନିଟରୁ ୨ଟା ୨୪ ଯାଏଁ ଲାଗିବ ଗ୍ରହଣ
(୯) ଆଜିଠାରୁ ଡିସେମ୍ବର ୯ ଯାଏଁ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ
(୧୦) ଆସନ୍ତାକାଲି ଠାରୁ ଗଜଲକ୍ଷ୍ମୀ ପୂଜା, ଢେଙ୍କାନାଳ ଓ କେନ୍ଦ୍ରାପଡାରେ ପ୍ରସ୍ତୁତି ଚୁଡାନ୍ତ

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories