www.samajalive.in
Sunday, December 14, 2025
26.1 C
Bhubaneswar

ରାଜଧାନୀରେ ବୁଧବାର ଭସାଣୀ- ଏହି ରାସ୍ତାମାନଙ୍କରେ କଟକଣା

ଭୁବନେଶ୍ୱର – ବୁଧବାରରେ ରାଜଧାନୀ ଭୁବନେଶ୍ୱରରେ ଭସାଣୀ ଉତ୍ସବ ଅନୁଷ୍ଠିତ ହେବ । ବୁଧବାର ୩ଟାରୁ ଭସାଣୀ ଉତ୍ସବ ଆରମ୍ଭ ହେବ । ଏଥିପାଇ ଅପରାହ୍ନ ସହ ରାତି ଗୋଟାଏ ପର୍ଯ୍ୟନ୍ତ ଯାନବାହାନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି । ସହିଦ ନଗରରେ ଭସାଣରେ ମେଢମାନେ ଏକାଠି ହେବେ । ଏଥିପାଇଁ ରୂପାଲି ଛକଠାରୁ ବାଣୀ ବିହାର ପର୍ଯ୍ୟନ୍ତ ଯାନବାହନ ଚଳାଚଳ ବନ୍ଦ ରହିବ ।

ଜନପଥରେ ମଧ୍ୟ ଯାନବାହାନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି । ନୟାପଲ୍ଲୀ ମଧ୍ୟ ମେଢମାନେ ଏକାଠି ହେବ । ଏଥିପାଇଁ ସିଆର୍‌ପି ଛକରୁ ନୟାପଲ୍ଲୀ ଦୂର୍ଗାପୂଜା ମଣ୍ଡପକୁ ଯାନବାହାନ ଚଳାଚଳ ଉପରେ କଟକଣା ରହିଛି । ଏହି ସବୁ ଗାଡି ଏକାମ୍ର ଉଦ୍ୟନ ରାସ୍ତାରେ ଯିବେ । ଚନ୍ଦ୍ରଶେଖରପୁର ଭସାଣୀ ପାଇଁ କିଟ୍‌ ଛକରୁ ନାଲକୋ ଛକ ପର୍ଯ୍ୟନ୍ତ ଗାଡି ଚଳାଚଳ ବନ୍ଦ କରାଯିବ । ଏହି ସବୁ ଗାଡି ଅନ୍ୟରାସ୍ତା ଦେଇ ଜୟଦେବ ବିହାର ଆଡକୁ ଯିବେ ।

- Advertisement -

ନିୟମ ଉଲ୍ଲଘଂନକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories