ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପ୍ରମିଳା ମଲ୍ଲିକ
ଭୁବନେଶ୍ୱର : ମନ୍ତ୍ରୀ ପଦରୁ ଗୁରୁବାର ପ୍ରମିଳା ମଲ୍ଲିକ ଇସ୍ତଫା ଦେଇଛନ୍ତି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ବାଚସ୍ପତି ପଦ ପାଇଁ ଆଜି ବିଜେଡି ପକ୍ଷରୁ ନାମାଙ୍କନ ଭରିବେ ପ୍ରମିଳା ମଲ୍ଲିକ। ନାମାଙ୍କନ ଭରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି।ନାମାଙ୍କନ ଭରିବା ପାଇଁ ବିଧାନସଭାରେ ପ୍ରମିଳା ମଲ୍ଲିକ ପହଞ୍ଚିଛନ୍ତି।
Comments are closed.