www.samajalive.in
Sunday, December 14, 2025
26.1 C
Bhubaneswar

ଖାସୋଗିଙ୍କୁ ହତ୍ୟା ପାଇଁ ଆରବ ରାଜକୁମାରଙ୍କ ନିର୍ଦେଶ ଥିଲା: ସିଆଇଏ

ୱାଶିଂଟନ୍‍ : ତୁର୍କୀସ୍ଥିତ ସାଉଦି ଆରବ ଦୂତାବାସରେ ସାମ୍ବାଦିକ ଜମାଲ ଖାସୋଗିଙ୍କ ହତ୍ୟା ଘଟଣାରେ ସିଆଇଏ ବଡ଼ ଧରଣର ତଥ୍ୟ ସାମ୍ନାକୁ ଆଣିଛି। ସାଉଦି ଆରବ ରାଜକୁମାର ମହମ୍ମଦ ବିନ୍‍ ସଲମାନ ଖାସୋଗିଙ୍କୁ ଯଥା ସମ୍ଭବ ନିରବ କରିବା ପାଇଁ ନିର୍ଦେଶ ଦେଇଥିବାର ଏକ ରେକର୍ଡ ସିଆଇଏ ନିକଟରେ ରହିଥିବା ଏହାର ନିର୍ଦେଶକ ଗିନା ହାସ୍‍ପେଲ ଦର୍ଶାଇଛନ୍ତି। ସିଆଇଏର ଏହି ଦାବିକୁ ତୁର୍କୀ ଅସ୍ୱୀକାର କରି କହିଛି ଯେ ସେଭଳି କିଛି ସୂଚନା ମିଳି ନାହିଁ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories