www.samajalive.in
Sunday, December 14, 2025
14.1 C
Bhubaneswar

ସମ୍ପର୍କରେ ଫାଟ – ରାଜି ହେବା ଆଗରୁ ବୁଝିନିଅନ୍ତୁ

ବାହାଘର ପାଇଁ ସମ୍ମତି ଦେବା ହେଉ କି ପ୍ରେମ ଅବା ବନ୍ଧୁତା- କେତେକ କ୍ଷେତ୍ରରେ ଦୁହେଁ ପରସ୍ପର ପ୍ରତି ଅନ୍ଧ ଭାବରେ ସମର୍ଥନ ଦେଇଥିବା ଦେଖାଯାଏ। ତେବେ ପରବର୍ତ୍ତୀ ସମୟରେ ଏହି ସମ୍ପର୍କରେ ବିଭିନ୍ନ ଜଟିଳତା ପ୍ରବେଶ କରେ ଏବଂ ଫାଟ ସୃଷ୍ଟି ହୁଏ, ଯାହାକୁ ତୁଲାଇବା କଷ୍ଟକର ହୋଇପଡେ। ତେଣୁ କୌଣସି ସମ୍ପର୍କରେ ନିଜକୁ ବାନ୍ଧିବା ପୂର୍ବରୁ ଏହି କେତୋଟି ପ୍ରଶ୍ନର ଉତ୍ତର ପାଇବାକୁ ଚେଷ୍ଟା କରନ୍ତୁ ଏବଂ କିଛି ଗୁରୁତ୍ବପୂର୍ଣ୍ଣ କଥା ବୁଝିନିଅନ୍ତୁ-

  • ଯାହାକୁ ନେଇ ନିଜ ଜୀବନ ବିତାଇବାର ନିଷ୍ପତ୍ତି ନେଉଛନ୍ତି, ସେ ସମ୍ପର୍କକୁ ନେଇ କେତେ ଗମ୍ଭୀର ଅଛନ୍ତି?
  • ଜୀବନସାଥୀ ଭାବେ ଯାହାଙ୍କର ହାତ ଧରିବେ, ତାଙ୍କ ମନରେ ଜୀବନ ପ୍ରତି କିପରି ଭାବନା ରହିଛି? ସେ ଆଶାବାଦୀ ନା ନିରାଶାବାଦୀ?
  • ଅନେକ ମଣିଷ ଅଛନ୍ତି, ଯାହାଙ୍କୁ ନା ଶୁଣିବା ପସନ୍ଦ ନୁହେଁ। ସେମାନେ କେବଳ ନିଜ ମନ ଅନୁସା‌େ​‌ର କାମ କରିବାକୁ ଇଚ୍ଛା କରନ୍ତି। ଏପରି ମଣିଷଙ୍କଠାରୁ ଦୂରେଇ ରହିବା ସବୁଠାରୁ ଭଲ। ତେବେ ଆପଣଙ୍କ ସାଥୀ ସେପରି କି?
  • ଖାଲି ସମୟରେ ସେ କ’ଣ କରନ୍ତି- ଏହି ପ୍ରଶ୍ନ ହୁଏତ ସାଧାରଣ ଲାଗୁଥାଇପାରେ, କିନ୍ତୁ ଏହାର ଉତ୍ତର ସାଥୀଙ୍କ ବ୍ୟକ୍ତିତ୍ବ ଦର୍ଶାଇଥାଏ।
  • ସମାଜରେ ପରିବାରର ସ୍ଥିତି ମଧ୍ୟ ମଣିଷର ବ୍ୟକ୍ତିତ୍ବ ଚିହ୍ନାଇପାରେ। ତେଣୁ ବିବାହ ପରି ସମ୍ପର୍କ ଯୋଡିବା ପୂର୍ବରୁ ସମ୍ପୃକ୍ତ ବ୍ୟକ୍ତିଙ୍କ ପାରିବାରିକ ସ୍ଥିତି ପରଖି ନିଅନ୍ତୁ।

Hot this week

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

Related Articles

Popular Categories