www.samajalive.in
Monday, December 8, 2025
24.1 C
Bhubaneswar

ଆଲୋକନାଥଙ୍କ ନାମରେ ବଳାତ୍କାର ମାମଲା

ମୁମ୍ବଇ: ‘ମି ଠୁ’ ଅଭିଯୋଗରେ ଛନ୍ଦି ହୋଇ ଯାଇଥିବା ଅଭିନେତା ଆଲୋକନାଥଙ୍କ ବିରୋଧରେ ମୁମ୍ବଇ ପୁଲିସ ବଳାତ୍କାର ମାମଲା ରୁଜୁ କରିଛି। ଲେଖିକା ବିନିତା ନନ୍ଦଙ୍କ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରିଛି। ଗଣମାଧ୍ୟମରେ ବିବୃତ୍ତି ଦେବାରୁ ବିନିତା ନନ୍ଦଙ୍କୁ ବାରଣ କରିବା ପାଇଁ ଆଲୋକନାଥଙ୍କ ପତ୍ନୀ କରିଥିବା ଆବେଦନକୁ ମୁମ୍ବାଇ ସେସନ୍‍ କୋର୍ଟ ଖାରଜ କରିଦେଇଥିଲେ। ଆଲୋକନାଥ ମଧ୍ୟ ବିନିତାଙ୍କ ବିରୋଧରେ ମାନହାନୀ ମୋକଦ୍ଦମା ଦାୟର କରିଛନ୍ତି। ସୂଚନାଯୋଗ୍ୟ, ଆଲୋକନାଥଙ୍କ ବିରୋଧରେ ଲେଖିକା ପ୍ରଯୋଜିକା ବିନିତା ନନ୍ଦ ବଳାତ୍କାର ଓ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଆଲୋକନାଥ ଲିଖିତ କ୍ଷମାପ୍ରାର୍ଥନା ସହିତ ୧ ଟଙ୍କାର କ୍ଷତିପୂରଣ ଦେବା ପାଇଁ ବିନିତା ଆବେଦନ କରିଛନ୍ତି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories