ପାରାଦୀପ : ପାରାଦୀପ ଗଭୀର ସମୁଦ୍ରରେ ବୋଟ୍ ଉପରକୁ ଜଣେ ଅଜଣା ଯୁବକ ଉଠିଆସିଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଚିଲିକା ମୁହାଣରୁ ୭୧ ମାଇଲ ଦୂର ସମୁଦ୍ର ଭିତରେ ସିଂହବାହିନୀ ବୋଟରେ ହଠାତ୍ ବୋଟକୁ ଉଠିଆସିବା ନେଇ ମତ୍ସ୍ୟଜୀବୀ ଆତଙ୍କିତ ହୋଇପଡ଼ିଛନ୍ତି। ସନ୍ଦିଗ୍ଧ ଯୁବକଙ୍କ ଭାଷା ବୁଝିହେଉନଥିବାବେଳେ ତାଙ୍କ ନିକଟରୁ ଏକ ଏଟିଏମ କାର୍ଡ ମିଳିଛି। ଯୁବକ ଜଣଙ୍କୁ କାବୁ କରି ନେହେରୁବଙ୍ଗଳା ମାଛଧରା ବନ୍ଦରକୁ ଅଣାଯାଉଥିବା ଜଣାପଡ଼ିଛି।
Popular Categories



