www.samajalive.in
Friday, December 12, 2025
17.1 C
Bhubaneswar

ବିଦ୍ୟୁତ୍‌‌ ଆଘାତରୁ ଅଳ୍ପକେ ବର୍ତିଲେ ବାପାମାଆ ଛେଉଣ୍ଡ ନାବାଳକ

କଂଟାବାଂଜି: ବଲାଙ୍ଗିର ଜିଲ୍ଲା କଂଟାବାଂଜି ୱାର୍ଡ ନଂ. ୧୪ ଆଶ୍ରମ ପଡ଼ାର ଜଣେ ୧୦ ବର୍ଷର ବଙ୍କଳ ଫରେଷ୍ଟ ରେଂଜ ଅଫିସ ନିକଟରେ ଥିବା ଏକ ଲୁହା ଇଲେକ୍ଟ୍ରିକ ଖୁଂଟରେ ଶୁକ୍ରବାର ମଧ୍ୟାହ୍ନ ପ୍ରାୟ ୨ଟା ବେଳେ ଖୁଂଟରେ ଲାଗି ମୃତ୍ୟୁ ସହ ସଂଗ୍ରାମ କରୁଥିଲା। ଏହି ଘଟଣା ବେଳେ ନିକଟରେ ଅନେକ ବୁଦ୍ଧିଜୀବି ଏବଂ ସାଧାରଣ ଲୋକେ ଛିଡା ହୋଇଥିଲେ ମଧ୍ୟ ଉକ୍ତ ବାଳକକୁ ଇଲେକ୍ଟ୍ରିକ ଖୁଂଟରୁ ଛଡାଇବା ପାଇଁ ସତ୍‌‌ ସାହାସ କରି ପାରି ନ ଥିଲେ। ତଥାପି କୋର୍ଟ ପରିସରରେ ଥିବା ବରିଷ୍ଠ ଆଇନଜୀବି ମୋହନଲାଲ ଶର୍ମା ଘଟଣାକୁ ସ୍ୱଚକ୍ଷୁରେ ଦେଖି ତତ୍‌‌କ୍ଷଣାତ ବିଦ୍ୟୁତ୍‌‌ ବିଭାଗକୁ ଫୋନ ଯୋଗେ ଜଣାଇଥିଲେ। ବିଶେଷ ଅନୁସଂଧାନରୁ ଜଣାଯାଏ ଯେ ବାଳକଟି ଦିବ୍ୟାଂଶୁ ହାତି (୧୦)। ଦୀର୍ଘ ୧୦ ବର୍ଷ ହେଲା ତାର ବାପା ଶିବ ହାତି ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇ ଯାଇଛି। ବାପାର ମୃତ୍ୟୁ ପରେ ପରେ ତାର ମାଆଁ କେଉଁ ଆଡେ ଫେରାର ହୋଇଯାଇଛନ୍ତି।

Hot this week

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

Related Articles

Popular Categories