www.samajalive.in
Saturday, December 13, 2025
26.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ବିଶ୍ବ ଆଥିଲେଟିକ୍ସ.. ଫାଇନାଲ ରାଉଣ୍ଡରେ ଓଡ଼ିଶାର କିଶୋର ଜେନା.. ଜାଭେଲିନ ଥ୍ରୋର ଫାଇନାଲ ରାଉଣ୍ଡକୁ ଉନ୍ନୀତ ହେଲେ କିଶୋର ଜେନା..

କେନ୍ଦୁଝର: ପାଟଣାର ପୂର୍ବତନ ତହସିଲଦାର ପ୍ରଦୀପ ନାୟକଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ.. ପିଅନ ବିଶ୍ବନାଥ ନାୟକଙ୍କୁ ମଧ୍ୟ ବର୍ଷେ ଜେଲ୍.. ୨୦୦୯ ଲାଞ୍ଚ ମାମଲାରେ ଦଣ୍ଡାଦେଶ ଦେଲେ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ..

- Advertisement -

ରାୟଗଡ଼ା ଡିଏଫଓ ବିଜୟ ପରିଡ଼ା ଗିରଫ.. ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ମାମଲାରେ ଗିରଫ..

ମୋଦୀଙ୍କୁ ଗ୍ରାଣ୍ଡ କ୍ରସ୍ ଅଫ୍ ଦି ଅର୍ଡର ଅଫ୍ ଅନରରେ ସମ୍ମାନିତ କଲେ ଗ୍ରୀସ୍ ରାଷ୍ଟ୍ରପତି..

ଗଣତନ୍ତ୍ରକୁ ସୁରକ୍ଷା ଦେବାରେ ସରକାର ବିଫଳ- ପ୍ରଦୀପ ପାଣିଗ୍ରାହୀ..

ରାସ୍ତାରେ ଥାଇ ମୁଖ୍ୟମନ୍ତ୍ରୀଙ୍କୁ ଇ-ମେଲ୍‌ କଲେ ପ୍ରଦୀପ ପାଣିଗ୍ରାହୀ.. ନିଜ ଗାଡ଼ି ଭିତରେ ବସି ଘଟଣା ସଂପର୍କରେ କଲେ ଇ-ମେଲ୍..

ପ୍ରଦୀପ ପାଣିଗ୍ରାହୀଙ୍କ ଗାଡ଼ିକୁ ଅଣ୍ଡା ଓ ପଥର ମାଡ଼.. ଦୁଇ ଘଣ୍ଟା ହେଲା ଲାଞ୍ଜିପଲ୍ଲୀ ଜାତୀୟ ରାଜପଥରେ ଅଟକି ରହିଛନ୍ତି ପ୍ରଦୀପ ପାଣିଗ୍ରାହୀ..

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବ୍ରହ୍ମପୁର ଗସ୍ତ ସମୟରେ ପୁଲିସ ଉପସ୍ଥିତିରେ ୨ ଗୋଷ୍ଠୀ ପିଟାପିଟି..

ବିଏମସି ପାଇଁ ୪୧୬ଟି ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ..

ଆସନ୍ତା ଅକ୍ଟୋବରରେ ଓଡ଼ିଶା ଆସିପାରନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ.. ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କ ସୂଚନା..

ସାରା ରାଜ୍ୟରେ ବଢ଼ୁଛି ଡେଙ୍ଗୁ.. ରୋଗୀଙ୍କ ସଂଖ୍ୟା ୨୭ ଶହ ଟପିଲା..

୬ ତାରିଖରେ ଉତ୍ତର ଉପକୂଳ ଏବଂ ଦକ୍ଷିଣ ଓଡିଶାର ୧୭ଟି ଜିଲାରେ ଘଡଘଡି ଓ ବିଜୁଳି ସହିତ ବର୍ଷା..

୨୭ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ କମିବ- ଭାରତୀୟ ପାଣିପାଗ କେନ୍ଦ୍ର..

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories