www.samajalive.in
Monday, December 8, 2025
20.1 C
Bhubaneswar

ହରଭଙ୍ଗା ବିଇଓ ଅଫିସ ନୂତନ କାର୍ଯ୍ୟାଳୟ ପାଇଁ ସମ୍ମନ୍ୱୟ ବୈଠକ

ହରଭଙ୍ଗା : ହରଭଙ୍ଗା ବ୍ଲକ ପୁରୁଣାକଟକ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ଠାରେ ବିଜୟ କୁମାର କହଁରଙ୍କ ସଭାପତିତ୍ୱରେ ଏକ ଗୁରୁତ୍ୱପୂର୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ହରଭଙ୍ଗା ନୂତନ ବିଇଓ ଅଫିସ  କାର୍ଯ୍ୟାଳୟ ଏବଂ କର୍ମଚାରୀ ବାସଭବନ ସମ୍ପର୍କରେ  ଆଲୋଚନା ପାଇଁ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ବାଣିଭୁଷଣପୁର ସରପଞ୍ଚ ଶ୍ରୀବନ୍ତ ମେହେର ଏବଂ ପୁରୁଣା କଟକ ସରପଞ୍ଚ ଅଶୋକ କୁମାର ସେଠି ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତରେ ଆଲୋଚନା ପରେ ବ୍ଲକ ସଦର ମହକୁମା ଚାରିଛକ ଠାରେ ବିଇଓ ଅଫିସର ନୂତନ କୋଠା ଏବଂ ପୁରୁଣାକଟକ ଠାରେ  କର୍ମଚାରୀ ବାସଭବନ କରାଯିବାକୁ ସାମୁହିକ ଭାବେ ନିଷ୍ପତି ନିଆଗଲା। ଏହି ବୈଠକରେ ହରଭଙ୍ଗା ବ୍ଲକ ସରପଞ୍ଚ ସଙ୍ଘ ସମ୍ପାଦକ ଅଶୋକ କୁମାର ସେଠି, ବାଣୀଭୂଷଣପୁର ପଂଚାୟତ ସରପଂଚ ଶ୍ରୀବନ୍ତ ମେହେର, ପୁରୁଣାକଟକ ଉନ୍ନୟନ କମିଟି ସମ୍ପାଦକ ଦୀପ୍ତି ପ୍ରକାଶ ସାହୁ, ବିକାଶ ଚନ୍ଦ୍ର ବେହେରା, ଚାରିଛକ ବଣିକ ସଙ୍ଘ ସଭାପତି ଦିଲୀପ କୁମାର ସାହୁ, ସତ୍ୟନାରାୟଣ ନାୟକ(ସିଆରସିସି )ପ୍ରସନ୍ନ କୁମାର ଭୋକ୍ତା(ସିଆରସିସି), ବାଣୀଭୂଷଣପୁର, ଶ୍ରୀ ପଲସ୍ତି ଭୋକ୍ତା, ସତ୍ୟ ପୃଷ୍ଟ, ରଜନୀକାନ୍ତ ବାରିକ,ବାଳଗୋପାଳ ସ୍ୱାଇଁ ଏବଂ ଅନ୍ୟ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories