www.samajalive.in
Friday, December 12, 2025
16.1 C
Bhubaneswar

ସକାଳ ୧୦ଟା ମୁଖ୍ୟ ଖବର

-ଜେଏମଏମ ପକ୍ଷରୁ ମୟୁରଭଞ୍ଜ ବନ୍ଦ ଡାକରା : ଦୋକାନ ବଜାର ସହ ଅଫିସ ଓ ଶିକ୍ଷାନୁଷ୍ଠାନରେ ତାଲା….

– ରୁଷିଆରେ ବିମାନ ଦୁର୍ଘଟଣା : ୱାଗନର ଗ୍ରୁପ ମୁଖ୍ୟ ୟେଭେଗେନି ପ୍ରିଗୋଜିନଙ୍କର ମୃତ୍ୟୁ ହୋଇଥିବା ସୂଚନା…

- Advertisement -

-ଗୁଜରାଟର ଏକ ପ୍ଲାଣ୍ଟରୁ ଲିକ୍‌ ହେଲା ବିଷାକ୍ତ ଗ୍ୟାସ୍‌ , ୨୮ ଅସୁସ୍ଥ…

– ଢ଼େଙ୍କାନାଳ : ମହଙ୍ଗା ପଡ଼ିଲା ମିଥ୍ୟା ସତ୍ୟପାଠ, ପଦ ହରାଇଲେ ଏକତାଳି ସରପଞ୍ଚ…

– ପୁଣି ଅଡ଼ୁଆରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ : ୨୦୨୦ ରାଷ୍ଟ୍ରପତି ନିର୍ବାଚନ ଫଳାଫଳକୁ ବଦଳାଇବାକୁ ଷଡଯନ୍ତ୍ର କରିଥିଲେ ବୋଲି ତାଙ୍କ ବିରୋଧରେ ଏକ ଚାର୍ଜସିଟ ଦାଖଲ ହୋଇଥବା ସୂଚନା…

– ଚନ୍ଦ୍ରଯାନ-୩କୁ ନେଇ ଇସ୍ରୋ ପକ୍ଷରୁ ସୂଚନା : ଲ୍ୟାଣ୍ଡରରୁ ଅଲଗା ହେଲା ପ୍ରଜ୍ଞାନ ; ଅଲଗା ହେବା ପରେ ଚନ୍ଦ୍ରରେ ବୁଲୁଛି ପ୍ରଜ୍ଞାନ….

– ଜଗତସିଂହପୁର: ପୂର୍ବଶତ୍ରୁତା; ଯୁବକଙ୍କୁ ପିଟିପିଟି ହତ୍ୟା….

-ରାୟଗଡ଼ା ଡିଏଫଓ ବିଜୟ କୁମାର ପରିଡ଼ାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ; ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ୫ ଜଣିଆ ଟିମ୍‌ ଚଢ଼ାଉରେ ସାମିଲ୍‌ …..

– ଅନୁଗୁଳ ପାତେଳି ଗାଁରେ ହାତୀ ଆକ୍ରମଣରେ ପୁଣି ୨ ମୃତ : ମୃତକଙ୍କ ମଧ୍ୟରେ ଜଣେ ପୁରୁଷ ଓ ଜଣେ ମହିଳା, ମୃତକ ହେଲେ ଶଙ୍କର ବିଶ୍ୱାଳ ଓ ଝିଲି ମାଝୀ…

-ଭୁବନେଶ୍ବର : ଆଜି ବି ସାରା ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ନେଇ ସୂଚନା ଦେଲା ଭୁବନେଶ୍ବର ପାଣିପାଗ ବିଭାଗ….

-ଲୋକପ୍ରିୟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ଅସୁସ୍ଥ: ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି…

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories