ଭୁବନେଶ୍ବର: ମାହାଙ୍ଗା ନାବାଳିକା ମୃତ୍ୟୁ ଘଟଣାରେ ମାହାଙ୍ଗା ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ଶରତ ନାୟକଙ୍କୁ ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବନ କରାଯାଇଛି। ନାବାଳିକା ମୃତ୍ୟୁ ନେଇ ଶରତ ନାୟକଙ୍କ ଭିଡିଓ ଭାଇରାଲ ହୋଇଥିଲା। ସନ୍ଦିଗ୍ଧ ଖେଳ ଶିକ୍ଷକଙ୍କ ମା’ଙ୍କ ସହ କଥାବାର୍ତ୍ତା ଭାଇରାଲ ହୋଇଥିଲା। ଅଡିଓରେ ମାମଲା ରଫାଦଫା ପାଇଁ ୭୦ହଜାର ମାଗୁଥିବା ଚର୍ଚ୍ଚା ହୋଇଥିଲା।
ମାହାଙ୍ଗା ନାବାଳିକା ମୃତ୍ୟୁ ଘଟଣା,ମାହାଙ୍ଗା ପଞ୍ଚାୟତ ସମିତି ପୂର୍ବତନ ଅଧ୍ୟକ୍ଷ ଶରତ ନାୟକ ନିଲମ୍ବିତ
Popular Categories



