ନାବାଳିକା ଦୁଷ୍କର୍ମୀକୁ ୨୦ ବର୍ଷ ସଜା

କେନ୍ଦୁଝର: ନାବାଳିକା ଦୁଷ୍କର୍ମୀ ୨୦ ବର୍ଷ ଜେଲ ଦଣ୍ଡାଦେଶ। ୨୦୧୭ ତେଲକୋଇ ଥାନା ଅଞ୍ଚଳରେ ଦୁଷ୍ମର୍ମ ମାମଲାର ରାୟ। ଦୋଷୀ ଓକିଲ ମୁଣ୍ଡାଙ୍କୁ ସଜା ଶୁଣାଇଲେ କେନ୍ଦୁଝର ଫାଷ୍ଟଟ୍ରାକ କୋର୍ଟ। ପୀଡ଼ିତାକୁ ୫ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦେବାକୁ ନିର୍ଦେଶ ହୋଇଛି।

Comments are closed.