www.samajalive.in
Sunday, December 14, 2025
23.1 C
Bhubaneswar

ଟେସଲାର ନୂଆ ସିଏଫ୍‌ଓ ହେଲେ ଭାରତୀୟ ବୈଭବ ତନେଜା

ନ୍ୟୁୟର୍କ- ଏଲନ୍‌ ମସ୍କଙ୍କ ଟେସଲା କାର୍‌ ଆମେରିକାରେ ବେଶ୍‌ ଲୋକପ୍ରିୟତା ହାସଲ କରିଛି । ଏବେ ଏହାର ସିଏଫ୍‌ଓ ବା ଚିଫ୍‌ ଫିନାସିଂଆଲ୍‌ ଅଫିସର୍‌ ହୋଇଛନ୍ତି ବୈଭବ ତନେଜା । ଅଗଷ୍ଟ ୭ ତିରାଖରେ ଜେଚେରୀ କ୍ରିକ୍‌ହର୍ଣ୍ଣ ଏହି ପଦ ଛାଡିବା ପରେ ବୈଭବଙ୍କୁ ନୂଆ ନିଯୁକ୍ତି ପ୍ରଦାନ କରାଯାଇଛି ।

କ୍ରିକ୍‌ହର୍ଣ୍ଣ ଗତ ୪ ବର୍ଷ ଧରି ଟେସଲାର ସିଏଫ୍‌ଓ ଥିଲେ । ଚଳିତ ବର୍ଷ ଶେଷ ପର୍ଯ୍ୟନ୍ତ ସେ କମ୍ପାନୀ ସହ ରହିବେ ବୋଲି ସୂଚନା ଦେଇଛନ୍ତି । ୨୦୧୬ ମସିହାରେ ଟେସଲା ସୋଲାରସିଟିକୁ ଅଧିଗ୍ରହଣ କରିଥିଲା । ଏହାପରେ ତନେଜା ଟେସଲାରେ ଯୋଗ ଦେଇଥିଲେ । ସେ ଚିଫ୍‌ ଆକାଉଣ୍ଟିଂ ଅଫିସର ଭାବେ ସେଠାରେ କାର୍ଯ୍ୟ କରୁଥିଲେ ।

- Advertisement -

ଗତ ୪ ବର୍ଷ ମଧ୍ୟ ଟେସ୍‌ଲା ଅନେକ ସଫଳତା ହାସଲ କରିଛି ।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories