www.samajalive.in
Monday, December 8, 2025
13.1 C
Bhubaneswar

‘ମୁନ୍ନା ଭାଇ-୩’ର ପ୍ରସ୍ତୁତି

ମୁମ୍ବଇ : ରାଜକୁମାର ହିରାନୀ ନିର୍ଦେଶିତ ‘ମୁନ୍ନା ଭାଇ ଏମ୍‌ବିବିଏସ୍’ ଓ ‘ଲଗେ ରହୋ ମୁନ୍ନାଭାଇ’ ବକ୍ସ ଅଫିସ୍‌ରେ ସୁପରହିଟ୍ ହେବା ସହ ଦର୍ଶକଙ୍କୁ ହସାଇହସାଇ ବେଦମ୍ କରିଥିଲା। ହିରାନୀ ଏହାର ତୃତୀୟ ଭାଗ ନିର୍ମାଣର ଯୋଜନାରେ ଥିବା ସମୟ​‌ରେ ହିଁ ସଞ୍ଜୟ ଦତ୍ତ ଜେଲ୍ ଯାଇଥିଲେ। ଏବେ ନିର୍ଦେଶକ ନିଜ ତୃତୀୟ ଭାଗର ଶୁଭାରମ୍ଭର ଯୋଜନା ପ୍ରସ୍ତୁତ କରିସାରିଲେଣି। ଚଳଚ୍ଚିତ୍ରର ଦୁଇ ମୁଖ୍ୟ ଭୂମିକାରେ ସଞ୍ଜୟ ଦତ୍ତ ଓ ଅରଶାଦ୍ ୱାରସୀ ଅଭିନୟ କରିବେ। ଏକ ସାକ୍ଷାତକାର୍‌ରେ ଅରଶାଦ୍ ହିଁ ସ୍ପଷ୍ଟ କରାଇଛନ୍ତି ଯେ ଆସନ୍ତା ବର୍ଷ ସୁଦ୍ଧା ଏଇ ଚଳଚ୍ଚିତ୍ରର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ସଞ୍ଜୟ ନିଜ ହୋମ୍ ପ୍ରଡକ୍ସନ୍‌ରେ ବ୍ୟସ୍ତ ଥିବା କାରଣରୁ ମୁନ୍ନା ଭାଇ-୩ର ଆରମ୍ଭ କାର୍ଯ୍ୟ ବିଳମ୍ବ ହେଉଛି ବୋଲି ପ୍ରକାଶ।

Hot this week

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

Related Articles

Popular Categories