www.samajalive.in
Saturday, December 13, 2025
26.1 C
Bhubaneswar

ଲାଞ୍ଚ ନେଇ ପଶ୍ଚିମ ଦ୍ୱାରରେ ଯାତ୍ରୀ ଛାଡିବା ଘଟଣା ; କନେଷ୍ଟବଳ ନିଲମ୍ବିତ

ଡେସ୍କ : ଟଙ୍କା ଲାଞ୍ଚନେଇ ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର ଦେଇ ଯାତ୍ରୀଙ୍କୁ ପ୍ରବେଶ କରାଇବା ଘଟଣା କନେଷ୍ଟବଳଙ୍କ ପାଇଁ ମହଙ୍ଗା ପଡ଼ିଛି। ଲାଞ୍ଚ ନେଇ ଭକ୍ତଙ୍କୁ ଛାଡ଼ିବା ଦୃଶ୍ୟ କ୍ୟାମେରାରେ କଏଦ  ହେବା ସହ ଗଣମାଧ୍ୟମରେ ପ୍ରଘଟ ହୋଇଛି। ଶେଷରେ ଶନିବାର ପୁଲିସ କନେଷ୍ଟବଳ ନିଲମ୍ବିତ ହୋଇଛନ୍ତି । ଓଏସଏପି ତୃତୀୟ ବାଟାଲିୟନର କନେଷ୍ଟବଳ ଶୁଭାଶିଷ ଦାସଙ୍କୁ ନିଲମ୍ବନ କରାଯାଇଛି । ଘଟଣାର ଅଧିକ ତଦନ୍ତ ପାଇଁ ପୁରୀ ଏସପିଙ୍କୁ ଦାୟିତ୍ବ ଦିଆଯାଇଛି ।

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories