ସନ୍ଧ୍ୟା ୬ଟା ମୁଖ୍ୟ ଖବର
ପ୍ରକାଶ ପାଇଲା +୩ ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ.. କଳା ଓ ବିଜ୍ଞାନରେ ବିଜେବି ଓ ରେଭେନ୍ସାକୁ ଟପିଲେ ଅନ୍ୟ କଲେଜ..
ବିଜ୍ଞାନରେ ପୁରୀ ଏସସିଏସ କଲେଜର କଟଅଫ ଆଗରେ.. କଳାରେ ବାଲେଶ୍ବର, ଫକିରମୋହନ ଓ ଏମପିସି ବାରିପଦା ଆଗରେ..
ମହାରାଷ୍ଟ୍ରର ଅର୍ଥମନ୍ତ୍ରୀ ହେଲେ ଏନ୍ସିପି ନେତା ଅଜିତ ପାୱାର.. ଏଥିସହ ଯୋଜନା ବିଭାଗର ଦାୟିତ୍ବ ମଧ୍ୟ ଗ୍ରହଣ କଲେ..
ବାହାନଗା ଟ୍ରେନ୍ ଦୁର୍ଘଟଣା.. ଜେଲ୍ ଗଲେ ୩ ଅଭିଯୁକ୍ତ..
ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ଉପରେ ସିବିଆଇ ଓ ଇଡିକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ..
ସମାଜବାଦୀ ପାର୍ଟି ମୁଖ୍ୟ ଆଜମ ଖାନଙ୍କ ୱାଇ କ୍ୟାଟେଗୋରି ସିକ୍ୟୁରିଟି ପ୍ରତ୍ୟାହାର..
ଚନ୍ଦ୍ରଯାନ-୩ର ସଫଳ ଉତକ୍ଷେପଣ.. ଅଭିନନ୍ଦନ ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ..
ଆନ୍ଧ୍ରର ଶ୍ରୀହରିକୋଟାରୁ ଉତ୍କ୍ଷେପଣ ହେଲା ଚନ୍ଦ୍ରଯାନ-୩.. ୨ଟା ୩୫ ମିନିଟ୍ରେ ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କଲା ଚନ୍ଦ୍ରଯାନ-୩..
ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୩ ସଫଳ ଅବତରଣ କରିବ ବୋଲି ଆଶା ପ୍ରକଟ କରିଛନ୍ତି ଇସ୍ରୋ ମୁଖ୍ୟ ଏସ. ସୋମନାଥ..
ଅଗଷ୍ଟ ୨୩ କିମ୍ବା ୨୪ରେ ସାଉଥ୍ ପୋଲରେ ସଫ୍ଟ ଲ୍ୟାଣ୍ଡିଂ କରିବ ଲ୍ୟାଣ୍ଡର ବିକ୍ରମ..
ନନ୍ଦନକାନନରେ ‘ସାରା’ ଅସୁସ୍ଥ..
Comments are closed.