www.samajalive.in
Saturday, December 13, 2025
21.1 C
Bhubaneswar

ରାଶି ଅନୁଯାୟୀ ଚୟନ କରନ୍ତୁ ଲିପ୍‌‌ଷ୍ଟିକ୍‌‌..

ଯୁବତୀ ହୁଅନ୍ତୁ ଅଥବା ମହିଳା ସଭିଁଙ୍କୁ ଲିପ୍‌‌ଷ୍ଟିକ୍‌‌ ଲଗାଇବା ଖୁବ ପସନ୍ଦ। ଲିପ୍‌‌ଷ୍ଟିକ୍‌‌ ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ ବୋଲି ମଧ୍ୟ ଅନେକଙ୍କ ଧାରଣା। ସୁନ୍ଦରତା ବୃଦ୍ଧି ସହ ରାଶି ଅନୁଯାୟୀ ଲିପ୍‌‌ଷ୍ଟିକ୍‌‌ ଲଗାଇବା ଦ୍ୱାରା ଜୀବନରେ ସକରାତ୍ମକ ପ୍ରଭାବ ପଡିବା ସହ ସଫଳତା ପ୍ରାପ୍ତି ହୋଇଥାଏ।
ତୁଳା ରାଶିର ମହିଳା,ଯୁବତୀ ହାଲକା ରଙ୍ଗର ଲିପ୍‌‌ଷ୍ଟିକ୍‌‌ ବ୍ୟବହାର କରନ୍ତୁ। କ୍ରିମ,ହାଲକା ମାଟିଆ ଆଦି ରଙ୍ଗର ଲିପଷ୍ଟିକ୍‌‌ ବ୍ୟବହାର କରନ୍ତୁ।
ବିଛା ରାଶିର ଯୁବତୀ ଓ ମହିଳା ଲାଲ ରଙ୍ଗ, ମେରୁନ ଆଦି ସାମାନ୍ୟ ଗାଢ ରଙ୍ଗର ଲିପ୍‌‌ଷ୍ଟିକ୍‌‌ ବ୍ୟବହାର କରନ୍ତୁ।
ଧନୁ ରାଶିର ଯୁବତୀ ଓ ମହିଳା ହାଲକା ଗୋଲାପି କିମ୍ବା ଅନ୍ୟ ହାଲକା ରଙ୍ଗର ଲିପ୍‌‌ଷ୍ଟିକ୍‌‌ ବ୍ୟବହାର କରନ୍ତୁ। ଏହାଦ୍ୱାରା କର୍ମକ୍ଷେତ୍ରରେ ଉନ୍ନତି ସହ ସଫଳତା ମିଳିଥାଏ।
ମକର ରାଶିର ଯୁବତୀ ଓ ମହିଳା ହାଲକା ବାଇଗଣୀ, ହାଲକା ମେରୁନ ରଙ୍ଗର ଲିପ୍‌‌ଷ୍ଟିକ୍‌‌ ଲଗାଇବା ଶୁଭଙ୍କର। ମାତ୍ର କମଳା,ହାଲକା ମାଟିଆ, କ୍ରିମ ରଙ୍ଗର ଲିପଷ୍ଟିକ୍‌‌ ଖୁବ କମ୍‌‌ ବ୍ୟବହାର କରନ୍ତୁ।
କୁମ୍ଭ ରାଶିର ଯୁବତୀ ଓ ମହିଳା ମାଟିଆ, ବାଇଗଣୀ ଆଦି ରଙ୍ଗର ପ୍ରୟୋଗ କରନ୍ତୁ।
ମୀନ ରାଶି- ରାଶିର ଯୁବତୀ ଓ ମହିଳା ହାଲକା ଗୋଲାପି ଆଦି ରଙ୍ଗର ଚୟନ କରନ୍ତୁ। ବାଇଗଣୀ ରଙ୍ଗ ଲିପ୍‌‌ଷ୍ଟିକ୍‌‌ର ଅଧିକ ବ୍ୟବହାର କରନ୍ତୁ ନାହିଁ।
ଅନ୍ୟ ରାଶିର ଯୁବତୀ ଓ ମହିଳା ସମସ୍ତ ରଙ୍ଗର ଲିପ୍‌‌ଷ୍ଟିକ୍‌‌ର ବ୍ୟବହାର କରି ପାରିବେ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories