ହାଇକୋର୍ଟଙ୍କ ରତ୍ନଭଣ୍ଡାର ନୋଟିସ୍ ..
ଅଗଷ୍ଟ ୭ରେ ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ..
ବିଜେପି ନେତା ସମୀର ମହାନ୍ତିଙ୍କ ଆବେଦନ ଆକାରରେ ନୋଟିସ୍ କରାଯାଇଥିବା ସୂଚନା..
ଚନ୍ଦନେଶ୍ବର ବ୍ୟାଙ୍କରୁ ଲୁଟ୍ ଘଟଣା .. ୬ ଗିରଫ..
ଅଭିଯୁକ୍ତଙ୍କ ନିକଟରୁ ୬ ଲକ୍ଷ ନଗଦ ଟଙ୍କା.. ୩୦୦ ଗ୍ରାମ୍ ସୁନା ଅଳଙ୍କାର.. ୧୦ଟି ମୋବାଇଲ ଓ ୩ଟି ପିସ୍ତଲ ଜବତ..
ମୌସୁମୀ ପ୍ରଭାବରେ ଉପକୂଳ ଓଡିଶାରେ ଆଗାମୀ ୫ ଦିନ ବର୍ଷା ସମ୍ଭାବନା- ପାଣିପାଗ ବିଭାଗ
କିଛି ଜିଲାରେ ସାମାନ୍ୟରୁ ଅତି ସାମାନ୍ୟ ବର୍ଷା ସମ୍ଭାବନା ..
ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଏବଂ ଗଜପତି ଜିଲାର ଗୋଟିଏ ଦୁଇଟି ସ୍ଥାନରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ‘ୱେଲୋ ୱାର୍ଣ୍ଣିଙ୍ଗ୍’ ଜାରି..
ବୁର୍ଲା ଭୀମସାରରେ ଦୁଇ ଛାତ୍ର ଗୋଷ୍ଠୀ ଗଣ୍ଡଗୋଳ ଘଟଣା..
ଥାନାରେ ମାମଲା ରୁଜୁ କଲା ପୁଲିସ..
ଭୀମସାର ଡିନ୍ଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ..
ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରାପଡିଲେ ମାଲକାନଗିରି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ସିଂଧରିମାଳ ସର୍କଲର ରାଜସ୍ୱ ନିରୀକ୍ଷକ ସୀମାଞ୍ଚଳ ସାହୁ..



