www.samajalive.in
Friday, December 5, 2025
26.1 C
Bhubaneswar

ସୁବର୍ଣ୍ଣ ଲକ୍ଷ୍ମୀ ବିଗ୍ରହ ପ୍ରତିଷ୍ଠା; ଶ୍ରୀମନ୍ଦିର ବୈଠକରେ ନିଷ୍ପତ୍ତି

ପୁରୀ: ଶ୍ରୀମନ୍ଦିରରେ ଚଳନ୍ତି ପ୍ରତିମା ପରିବର୍ତ୍ତନ ହେବ। ମହାପ୍ରସାଦର ଦର ତାଲିକା ମଧ୍ୟ ଲାଗିବ। ମଙ୍ଗଳବାର ଶ୍ରୀମନ୍ଦିର ପ୍ରଶାସନିକ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ମୁଖ୍ୟତଃ ସଂସ୍କାର ସମ୍ପର୍କରେ ଏହି ବୈଠକରେ ଆଲୋଚନା ହୋଇଥିବା ଜଣାପଡ଼ିଛି।

ପ୍ରଶାସନର ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ, ସୁବର୍ଣ୍ଣ ଲକ୍ଷ୍ମୀ ବିଗ୍ରହ ସମେତ ଚଳନ୍ତି ପ୍ରତିମା ଭାବେ ପୂଜା ପାଉଥିବା ନାରାୟଣ, ମଦନ ମୋହନ ଓ ବାମନଙ୍କ ପରିବର୍ତ୍ତନ କରାଯିବ । ଏହା ସହ ଶ୍ରମନ୍ଦିର ଚତୁଃପାର୍ଶ୍ବରେ ପରିକ୍ରମା ମାର୍ଗ ନିର୍ମାଣ ହେବ । ଏଥିପାଇଁ ୮ କୋଟି ବ୍ୟୟ ଅଟକଳ କରାଯାଇଛି । ଏସବୁର ରିପୋର୍ଟ କୋର୍ଟ ମିତ୍ରଙ୍କୁ ପ୍ରଦାନ କରାଯିବ ।

- Advertisement -

ଏହା ସହ କାର୍ତ୍ତିକ ପଞ୍ଚୁକ ଦର୍ଶନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । କାର୍ତ୍ତିକ ମାସ ପରେ ଶ୍ରୀମନ୍ଦିରରେ ମହାପ୍ରସାଦର ଦର ତାଲିକା ଲାଗାଯିବ ବୋଲି ବୈଠକ ପରେ ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର କହିଛନ୍ତି । କାର୍ତ୍ତିକ ମାସ ଆରମ୍ଭ ପରେ ଶ୍ରୀମନ୍ଦିର ଧାଡି ଦର୍ଶନ ବନ୍ଦ ରହିଥିବା ଜଣାପଡିଛି ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories