www.samajalive.in
Thursday, December 11, 2025
14.1 C
Bhubaneswar

ପୁରୁଣାକଟକରେ ମହାବାହୁଙ୍କ ସୁନାବେଶ

ହରଭଙ୍ଗା: ହରଭଙ୍ଗା ବ୍ଲକ ପୁରୁଣାକଟକ ରଥଯାତ୍ରା ଶାନ୍ତିଶୃଖଳା ସହ ସମାପନ ହୋଇଯାଇଛି। ତେବେ ଚଳିତ ବର୍ଷ ପ୍ରଥମଥର ଶ୍ରୀଜଗନ୍ନାଥ, ବଳଭଦ୍ର ମହାପ୍ରଭୃ, ସୁଭଦ୍ରା ଦେବୀଙ୍କ ସୁନାବେଶ କରା୍‌‌ଯାଇଛି। ମନ୍ଦିର ପରିଚାଳନା କମିଟି ଏବଂ ଅଚଂଳବାସୀଙ୍କ ସହ ଯୋଗରେ ସୁବର୍ଣ୍ଣ ବେଶ ଧାରଣ କରିଥିଲେ ତିନି ଠାକୁର। ଶ୍ରୀଅଙ୍ଗ, ଶ୍ରୀପାଦ ଓ ମଥାରେ ସୁନା ମୁକୁଟ ପିନ୍ଧି ରଥାରୁଢ ଜଗନ୍ନାଥ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ପ୍ରଥମଥର ସୁନାବେଶ ଆରମ୍ଭ ହୋଇ ଥିବାରୁ ପୁରୁଣାକଟକ ସମେତ ଆଖପାଖ ଅଚଂଳର ବହୁ ଶ୍ରଦ୍ଧାଳୁ ଭକ୍ତ ଙ୍କ ସମାଗମ ହୋଇଥିଲା। ଶାନ୍ତିଶୃଖଳା ରକ୍ଷାପାଇଁ ପୁଲିସ ପକ୍ଷରୁ ବନ୍ଦୋବସ୍ତ କରାଯାଇଥିଲା।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories