www.samajalive.in
Sunday, December 14, 2025
14.1 C
Bhubaneswar

ଭରସା ପରିବାର ପକ୍ଷରୁ ଚାରା ରୋପଣ

ପାଟଣା: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭରସା ପରିବାର ପକ୍ଷରୁ ଚାରା ରୋପଣ କରି ଏକ ସୁସ୍ଥ ପରିବେଶ ସୃଷ୍ଟି କରିବାର ବାର୍ତ୍ତା ଦିଆଯାଇଛି। ପରିବେଶର ଅସନ୍ତୁଳିତ ସ୍ଥିତିର ସୁଧାର ଆଣି ଏକ ସୁସ୍ଥ ପରିବେଶ ଗଠନ କରିବାର ମହତ ଉଦ୍ଦେଶ୍ୟରେ ମଲ୍ଲୀପଶି ବିଦ୍ୟାଳୟ ପରିସରରେ ଚାରା ରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଏହି ଚାରା ରୋପଣ କାର୍ଯ୍ୟକ୍ରମରେ ରଥଯାତ୍ରା କମିଟିର ସମସ୍ତ ସଦସ୍ୟ ସଦସ୍ୟା, ଭରସା ପରିବାରର ରାଜ୍ୟ ସାଧାରଣ ସହ ସମ୍ପାଦକ ପଦ୍ମନାଭ ମହାନ୍ତ, ସଂଯୋଜକ ଡମ୍ବରୁ ଧର ମହାନ୍ତ, ପାଟଣା ବ୍ଲକ ସଭାପତି ଭରତ ଚନ୍ଦ୍ର ମହାନ୍ତ, ଘଟଗାଁ ବ୍ଲକ ସଭା ନେତ୍ରୀ ଭାରତୀ ଭୋଇ, ସକ୍ରିୟ ସଦସ୍ୟ ରକ୍ଷାକର ମହାକୁଡ଼, ମହେଶ୍ୱର ମହାନ୍ତ ମିନତୀ ମହାନ୍ତ, ସୁମତି ମହାନ୍ତ, ସବିତା ମହାନ୍ତ, ଯୁଧିଷ୍ଠିର ମହାନ୍ତ ଘନଶ୍ୟାମ ମହାନ୍ତ, ବ୍ରହ୍ମେଶ୍ୱର ପଲେଇ ଆଦି ଉପସ୍ଥିତ ରହି କାର୍ଯ୍ୟର ସଫଳ ରୂପାୟନ କରିଥିଲେ।

Hot this week

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

Related Articles

Popular Categories