www.samajalive.in
Monday, December 8, 2025
13.1 C
Bhubaneswar

ପୂର୍ବାହ୍ନ ୧୧ଟା ମୁଖ୍ୟ ଖବର

ପୁରୀ : ଶ୍ରୀମନ୍ଦିର ପରିଦର୍ଶନରେ ଏଏସଆଇ ଟିମ୍‌‌..

ଶ୍ରୀମନ୍ଦିରର ସଂରକ୍ଷଣ ପାଇଁ ଏଏସଆଇ ପ୍ରସ୍ତୁତ.. ଗର୍ଭଗୃହ ଠିକ୍‌‌ ଥିବା ନେଇ ଏଏସଆଇ ଡିଜିଙ୍କ ସୂଚନା.. ..

- Advertisement -

ମୂଷାଙ୍କ ପାଇଁ ଲଗାଯାଇଛି ତାର ଜାଲି..

ଶେଷ ହେଲା ଶ୍ରୀମନ୍ଦିର ସିଂହଦ୍ୱାରର ରୁପା ଛାଉଣୀ କାର୍ଯ୍ୟ..

୫ କ୍ୱିଣ୍ଟାଲ ରୁପାରେ ସଜେଇ ହୋଇଛି ସିଂହଦ୍ୱାରର ଦୁଇ କବାଟ..

ଦୁଇ କବାଟରେ ଶୋଭାପାଉଛି ଉତ୍କଳୀୟ କଳା ଓ କାରୁକାର୍ଯ୍ୟ..

ଆଜି ହେବ ରଥାରୁଢ ଶ୍ରୀବିଗ୍ରହଙ୍କ ସୁନାବେଶ ନୀତି, ମହଣ ମହଣ ସୁନାରେ ଝଟକିବେ ଚତୁର୍ଦ୍ଧାମୂର୍ତ୍ତି..

ଆଜି ପବିତ୍ର ଇଦ୍, ଆନନ୍ଦ ଉତ୍ସାହର ସହ ଇଦ୍ ଉଲ ଫିତର ପାଳନ କରୁଛନ୍ତି ମୁସଲମାନ ଭାଇଭଉଣୀ..

ଛତିଶଗଡ଼ ସୁକମାରେ ପୁଲିସ ଇନଫର୍ମର ସନ୍ଦେହରେ ୨ ଅପହୃତ ଗ୍ରାମବାସୀଙ୍କୁ ନିର୍ମମ ହତ୍ୟା..

ନିଜକୁ ଦାୟୀ କଲା ଦକ୍ଷିଣ ବସ୍ତର ମାଓ ସଂଗଠନ..

କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ବ୍ରାହ୍ମଣୀ ନଦୀରେ ଶୌଚ ପାଇଁ ଯାଇଥିବା ବେଳେ ବୃଦ୍ଧଙ୍କୁ ଟାଣିନେଲା କୁମ୍ଭୀର..

ବ୍ରହ୍ମପୁର ଦିଗପହଣ୍ଡି ଥାନା ମହୁଡ଼ା ଗାଁରେ ପୂର୍ବ ଶତ୍ରୁତା ଯୋଗୁ ୨ ଜଣଙ୍କୁ ବୀଭତ୍ସ ହତ୍ୟା..

ଭୁବନେଶ୍ବର ଲକ୍ଷ୍ମୀସାଗର ଅଞ୍ଚଳ ଜଗନ୍ନାଥ ନଗର ପ୍ରଜାପତି ମଣ୍ଡପ ସମ୍ମୁଖରେ ଗୁଳିକାଣ୍ଡ..

ବିଜେଡି କର୍ପୋରେଟରଙ୍କ ଭାଇ ଓ ସମ୍ପର୍କୀୟ ଗୁରୁତର..

ସାଉଦି ଆରବ ଜେଦାହ ସ୍ଥିତ ଆମେରିକା ବାଣିଜ୍ୟ ଦୂତାବାସ ଆଗରେ ଗୁଳିମାଡ଼.. ୨ ମୃତ..

Hot this week

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

Related Articles

Popular Categories