www.samajalive.in
Sunday, December 14, 2025
23.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଆଜି ଅପରାହ୍ନ ୪ଟାରେ ପ୍ରକାଶ ପାଇବ +୨ କଳା ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫଳ..

www.chseresults.nic.inରେ ଦେଖିହେବ ପରୀକ୍ଷା ଫଳ..

- Advertisement -

ଏଥିର +୨ କଳାରେ ୨ ଲକ୍ଷ ୩୩ ହଜାର ୮୫୫ ଓ ଧନ୍ଦାମୂଳକ ଶିକ୍ଷାରେ ୫ ହଜାର ୮୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି..

ନିଶାସକ୍ତ ଡ୍ରାଇଭରର ସିରିଜ ଦୁର୍ଘଟଣା, ବାରବାଟୀ ଷ୍ଟାଡିଅମ, ଯୋବ୍ରା, ଚାଉଳିଆଗଞ୍ଜରେ ଏକାଧିକ ଗାଡ଼ି ସହ ଧକ୍କା..

ବାହାନଗା ଟ୍ରେନ୍‌‌ ଦୁର୍ଘଟଣା .. କଟକ ଏସସିବିରେ ଆଉ ୧୧୯ ଗୁରୁତର ଆହତ ଚିକିତ୍ସାଧୀନ..

୧୪ ଗୁରୁତର ଆଇସିୟୁରେ ଚିକିତ୍ସାଧୀନ.. ଦୁର୍ଘଟଣା ପରେ ୨୦୧ ଆହତ ଏସସିବିରେ ଭର୍ତ୍ତି ହୋଇଥିଲେ..

ରେପୋ ରେଟ୍‌‌ ୬.୫%ରେ ଅପରିବର୍ତ୍ତିତ ରଖିଲା ଆରବିଆଇ..

ଅପରିବର୍ତ୍ତିତ ରଖିବାକୁ ମନିଟାରୀ ପଲିସି କିମିଟିର ନିଷ୍ପତ୍ତି..

ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ..

ବାଲିଗୁଡା : ଗାଁ ପୋଖରୀରେ ବୁଡି ୨ ମହିଳା ମୃତ.. ଜି.ଉଦୟଗିରି ଥାନା ଲିଙ୍ଗାଗଡ ଗାଁରେ ଅଘଟଣ..

Hot this week

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

Related Articles

Popular Categories